ପ୍ରେମ ପାଇଁ ପଦେ – ବିମଲ ସାସ୍ମଲ

Views: 16
0 0
Read Time:45 Second

ପ୍ରେମ ଏକ ନିର୍ବାଣର ପଥ
ଏକରୁ ଆରେକ
କେବେ ଭଲପାଇବାର
ବଜ୍ର ଶପଥ ତ ପୁଣି
କେବେ ଚେତନରୁ ମହାଚେତନାକୁ
ପହଞ୍ଚିବାର ମାର୍ଗ ଦେଖାଇଥାଏ
ପୁଷ୍ପକ ବିମାନଟେ ହୋଇ
ମୃତ୍ୟୁ ପୂର୍ବରୁ
ଜୀବନକୁ ପରଖି ନେବାର ଚରମ ସମନ |

ବିମଲ ସାସ୍ମଲ
ଭୁବନେଶ୍ୱର
ମୋ:- 9777744947

Share this :
Next Post

ମୁଁ ସ୍ୱାର୍ଥପର - ସୌଭାଗ୍ୟ ବାରିକ

ମୁଁଯେ ସ୍ୱାର୍ଥପର ସ୍ୱାର୍ଥ ମୁଖ୍ୟ ମୋର ବିନା ସ୍ଵାର୍ଥେ କିଛିନାହିଁ l ଜନ୍ମମୃତ୍ୟୁ ସତ୍ୟ ହସକାନ୍ଦ ସତ୍ୟ ବଞ୍ଚିବି କାପାଇଁ କାହିଁ ll ମୋକ୍ଷହେବି ଯେବେ ହଜିଯିବି ସେବେ ପାସୋରିବେ ସବୁ କଥା l ବାରଦିନ ପରେ ଭୁଲିଯିବେ ଧୀରେ ରହିବନି ମନ ବ୍ୟଥା ll କାହିଁକି କହିବି କାହାକୁ କହିବି ଇଏଅଟେ ମୋ ନିଜର l ଚାଲିଗଲେ ଥରେ ଚିତ୍ରଭାନୁ ଘରେ ଭସ୍ମଶେଷେ ସ୍ୱାର୍ଥପର ll ସୌଭାଗ୍ୟ ବାରିକ […]

Subscribe US Now