ଅଗ୍ନିପୂର୍ଣ୍ଣମୀ – ଜିନାଶ୍ରୀ ରାଉତରାୟ

Views: 16
0 0
Read Time:1 Minute, 12 Second

ମାଘ ମାସ ଅଟଇ ପୂର୍ଣ୍ଣମାସ
ମିଳିମିଶି ଡାକିବା ଅଗ୍ନିଦେବତାଙ୍କୁ ଆସ

ନିଜେ ଜାଳି ଅନ୍ୟକୁ ଦିଅନ୍ତି ଆଲୋକ
ଏ ଅଟଇ ଅଗ୍ନିଦେବଙ୍କ ମହତ୍ୱ
ଅଗି ପୂର୍ଣ୍ଣମୀ ର ରହିଛି ଅନେକ ଗୁରୁତ୍ଵ

ଭାରତୀୟ ସଂସ୍କୃତି ଅତି ନିଆରା
ଏ ପରା ଆମ ଗାରିମା ଓ ପରମ୍ପରା
ଏ ରୀତିନୀତି ଅଣ ସଂସାର ସାରା

ଏତିକି ତୁମ ପାଦ ତଳେ ମିନତୀ
ସଦା ଥାଉ ମୋର ତୁମ ଶ୍ରୀ ଚରଣେ ଭକତି ।

ଜିନାଶ୍ରୀ ରାଉତରାୟ
ଭୁବନେଶ୍ୱର

8328848529

Share this :
Next Post

ପଞ୍ଚକ - ଜିନାଶ୍ରୀ ରାଉତରାୟ

ଶାସ୍ତ୍ର ରେ ରହିଛି ପଞ୍ଚ ‘ କ ‘ ର ତତ୍ତ୍ଵ ଜ୍ଞାନୀ ଗୁଣୀ ଜଣେ ଜାଣ ନ୍ତି ଏ ମହତ୍ୟ ଦାର୍ଶନିକ ଦିଗ ଟି ଅଟଇ ଭାରି ଚମତ୍କାର ବୁଝିଲେ ଲାଗଇ ଭାରି ମଜାଦାର l ପ୍ରଥମ ‘କ ‘ ର ନାମ କାମନା ମନୁଷ୍ୟ ପାଖରେ ଥାଏ ଏହି ବାସନା କାମନା ଓ ଆଶା କୁ ବୁଝାଏ ନିୟନ୍ତ୍ରିତ କରିଲେ ହେବ ମନୁଷ୍ୟ ଆୟତ ଦ୍ଵିତୀୟ ‘ […]

Subscribe US Now