ଟିକିଏ – ଡ. ପ୍ରିୟମ୍ବଦା ସାମଲ

Views: 42
0 0
Read Time:1 Minute, 16 Second

ପ୍ରେମ ନୁହେଁ
ଟିକିଏ ମମତା
ସ୍ନେହ ନୁହେଁ
ଟିକେ ମଧୁରତା
ବୁଦ୍ଧି ନୁହେଁ
ଟିକେ ଉତସୁକତା
ପ୍ରୀତି ନୁହେଁ
ଟିକିଏ ପ୍ରାଣତା
ଫୁଲ ନୁହେଁ
ଟିକେ ସୁଗନ୍ଧିତା
ପ୍ରଣୟ ନୁହେଁ
ଟିକିଏ ମାନ୍ଯତା
ପାରିବ ଯଦି
ତୁମେ ଦେଇ
ଭୁଲି ଯିବି
ଜୀବନର ସବୁ ବ୍ଯଥା
ମିଳି ଯିବି ମୋ
ଜୀବନର ସବୁ ଗାଥା
ଅନ୍ଯଥା ଭାବିବନି
ମୁଁ ଅଟେ ପତିବ୍ରତା
ଆଉ ତୁମେ ମୋ
ପ୍ରେରଣା ଦାତା
ତୁମେ ମୋ
ଜୀବନ ଗୀତା
ମୁଁ ତୁମର
ମଧୁର ପବିତ୍ରତା।

ଡ. ପ୍ରିୟମ୍ବଦା ସାମଲ

Share this :
Next Post

ବାଲେଶ୍ୱର - ଡ଼. ପଦ୍ମଲୋଚନ ରାଉତ

ଚରଣ ଯାହାର ହରଷେ ଧୋଉଛି ପୂରୁବେ ବଙ୍ଗ ସାଗର ଉତ୍କଳ ମାତାର ସ୍ୱାଭିମାନ ଭୂମି ଏଇ ସେଇ ବାଲେଶ୍ୱର ବଳଙ୍ଗ କଟି ମେଖଳା ସୁବର୍ଣ୍ଣରେଖାର ସ୍ବର୍ଣ୍ଣ ବାଲି ଧାରେ ଭୂଷଣ୍ଡେଶ୍ଵରଙ୍କ ଲୀଳା l 1 ଭକ୍ତ ପାଇଁ କ୍ଷୀର କରିଛନ୍ତି ଚୋରି ରେମୁଣାର କ୍ଷୀର ଚୋରା ଚନ୍ଦନେଶ୍ୱରର ଘଣ୍ଟ ପାଟୁଆ ବିଖ୍ୟାତ ଉଡ଼ା ଯାତରା ପାନ -ମୀନ -ଧାନ ଧରି ଲକ୍ଷ୍ମୀ ସାଆନ୍ତାଣୀ କରିଛନ୍ତି ବିଜେ କ୍ଷେତ ସବୁଜିମା କରି […]

Subscribe US Now