ମନେ ପଡ ତୁମେ ସାଥି – ସସ୍ମିତା ସାହୁ

Views: 28
0 0
Read Time:1 Minute, 9 Second

ପ୍ରିତି ଭରା ଏଇ ଜୋଛନା ରାତିରେ
ମନେ ପଡ ତୁମେ ସାଥୀ
ହୃଦୟ ଜାଣିଛି କେମିତି କାଟୁଛି
ତୁମ ବିନା ଏହି ରାତି ।।

ବିରହ ନିଆଁରେ ମୁ ଜଳୁଅଛି
ତୁମେ କି ପାରୁନ ବୁଝି
ବିଦେଶେ ରହିଲ କାହା ସାଥେ ତୁମେ
କାଣୀ କେମ୍ପି ଅବା କୁଜି ।।

ତୁମର ବାଟକୁ ଅପେକ୍ଷା କରିଛି
ଆସିବ କେବେ ଯେ ଫେରି
ସେଇଦିନ ପୁଣି ଏକାଠି ହୋଇବେ
ବିଛେଦର ଏ ଶୁଆ ଶାରୀ ।।

ସସ୍ମିତା ସାହୁ
ଗୋପୀନାଥପୁର
ବଡମ୍ବା , କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ମନେ ପଡ ତୁମେ ସାଥି – ସସ୍ମିତା ସାହୁ

  1. . ମନେ ପଡ ତୁମେ ସାଥି …….ଖୁବ୍ ସୁନ୍ଦର ……!

    . ‼️ ହରିଓମ୍ ସୁପ୍ରଭାତମ୍ ! ‼️

    ଆପଣ ସଫଳ ରାସ୍ତାରେ ଚାଲୁ ଚାଲୁ ଯଦି କେହି ଆପଣଙ୍କ ରାସ୍ତାରେ ସମସ୍ୟାର ପାହାଡ଼ ଛିଡ଼ା କରୁଛି ତଥାପି ଆପଣ ଧର୍ଯ୍ୟହରା ହୁଅନ୍ତୁ ନାହିଁ କାରଣ ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖାଇଦେବେ !

    ସର୍ବେ ଭବନ୍ତୁ ସୁଖିନଃ।
    ସର୍ବେ ସନ୍ତୁ ନିରାମୟାଃ
    ସର୍ବେ ଭଦ୍ରାଣି ପଶ୍ୟନ୍ତୁ
    ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍ ॥
    ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

    ଆପଣଙ୍କ ପାଇଁ ଦିନଟି ମଙ୍ଗଳ ମୟ ହେଉ🌹

    ✿❁❣️༒ *ଜୟ ଶ୍ରୀ କୃଷ୍ଣ* ༒❣️❁✿

    ଆମର ସ୍ବାଭିମାନ- ସତ୍ୟ ସନାତନ ହିନ୍ଦୁ ଧର୍ମ !

Comments are closed.

Next Post

କମ୍ବୁ କଟକେ ରାଜା ଜଗନ୍ନାଥ - ବନ୍ଦନା ମହାପାତ୍ର

ନମଃ ଉପଇନ୍ଦ୍ର ଘୁମୁସର ଇନ୍ଦୁ, ସାହିତ୍ୟ ମଉଡମଣୀ, ତେଜି ସିଂହାସନ ଧ୍ୟାୟି ଵାଣିରାମ, ତାରକ ମନ୍ତ୍ରେ ମଣ୍ଡଣି || ମାତୃ ସମ ମାତୃ ଭାଷା ରକ୍ଷା ଲାଗି, ସମର୍ପି ନିଜ ପରାଣ, କାବ୍ୟ କବିତାରେ ସାହିତ୍ୟ କୋଣାର୍କ, କରିଛ ହେ ତେଜୀୟାନ || ଆଦ୍ୟ କାବ୍ୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଧ୍ୟାୟି ଶ୍ରୀ ଜଗନ୍ନାଥ ଙ୍କୁ, ତାଙ୍କ କୃପା ବଳେ ନିର୍ବିଘ୍ନେ ରଚିଲ, ପ୍ରଭୁ ଗୁଣ ମହିମା କୁ || […]

Subscribe US Now