SOUL MATE – Bijayalaxmi Rath

Life’s pattern selflessly adore. Own rythym accept and allow. Not in the crowd. Vacant and desolate. Inevitable hazards. Never envisage consequences. Solitude and loneliness, the soft quilt l squeezed inside. Sufficiently l breathe. Support system l hate. Elixir,own confidence. Oh! no why can’t resist your footsteps? A nectar laced love […]

ବାପା – ପ୍ରିୟଙ୍କା ସାହୁ

ସମ୍ପୂର୍ଣ୍ଣ ଶବ୍ଦ କୋଷ ରେ ମନଲାଖି ଶବ୍ଦ ଟେ ମିଳେନି ଯାହା ପାଇଁ ଲେଖିବାକୁ ସେଇ ବୋଧେ ବାପା। ତେଲ ଲୁଣ ର ଅଭାବି ସଂସାର ରେ ଯିଏ ସବୁେବେଳେ ବନ୍ଧା ପଡୁଥାଏ ସେଇ ବୋଧେ ବାପା। ଜୀବନ ଜଞ୍ଜାଳ ରେ ଜଳି ଜଳି ଯିଏ ଜୀଇଁବା ଶିଖାଏ ସେଇ ବୋଧେ ବାପା, ନାଲି ରଙ୍ଗର ଖୋର୍ଦ୍ଧା ଗାମୁଛା ମାଟିଆ ରଙ୍ଗ ହେଲା ପରେ ବି ଯିଏ ପିନ୍ଧୁ ଥାଏ […]

Subscribe US Now