ଭଗ୍ନଶିଳାର ତୃଷ୍ଣା.ବେଣୁଧର ସୂତାର

🙏ଭଗ୍ନଶିଳାର ତୃଷ୍ଣା🙏 ୫୫୫୫୫୫୫୫୫୫୫୫୫୫୫୫୫୫ ବେଣୁଧର ସୂତାର ************************ କୋଟିଜନ ଦେଖେ ଯାହାର ଗାତ୍ରରେ ଭାସ୍କର୍ଯ୍ୟର ଚାରୁ କଳା ମୁଁ ଦେଖୁଛି ତହିଁ ବାରଶ ଶିଳ୍ପୀର ଅଶ୍ରୁ ଆଳାପ ମାଳା ଶିଳାରେ ଶିଳାରେ ଖୋଦିତ କଳାରେ ବିଦେହୀ ମଦନ ରୂପ କାଳର ଗରଭେ ସାଜି ଅଛି ଆଜି ଧ୍ବଂସ ର ମହା ସ୍ତୁପ ।। ଶିଳ୍ପୀର କୁହୁକ ନିହଣ ସ୍ପର୍ଶ ରେ ପ୍ରାଣ ଭରା ସଞ୍ଜୀବନୀ ଶିଳା ସୁନ୍ଦରୀର ତନୁ ତନିମାରେ […]

ନାଲି “ଚ।”.ପ୍ରିୟଙ୍କା ମହାନ୍ତି

☕ଶୀର୍ଷକ – ନାଲି “ଚା ” ☕ ବର୍ଷା ପାଗ ଦେହକୁ ଶୀତ ଥଣ୍ଡା ପବନ ବା ଝିପି ଝିପି କରି ବହୁଛି ପାଣି ଓଳିତଳ ରେ ନାଁ ଚାଳଛପର କାନ୍ଥ ବାଡ଼ ହୁଅଇ ସଁ ସାଁ ବେଙ୍ଗ ବେଙ୍ଗୁଲି କରନ୍ତି ରଡି ଦେଖି ପୂବେଇ ବା ନାତି ନାତୁଣୀ ପାଖରେ ବଶି ଅଜା ହୁଅନ୍ତି ହା ହା ବୋଉ ଆମର ଭାରି ଯତନେ କରନ୍ତି ନାଲି ଚା ଅଦା […]

ତୁମେ ଯେବେ ବୁଢ଼ୀ ହୋଇଯିବ.ଡମ୍ବରୁଧର ବେହେରା

ହେ ପ୍ରିୟା ତୁମେ ଯେବେ ବୁଢ଼ୀ ହୋଇଯିବ ସେତେବେଳେ ନିଶ୍ଚୟ ମୋ କଥାକୁ ମନେ ପକାଇ ଭାବିବ କେହି ଜଣେ ତୁମ ପାଇଁ ତୁମର ହୋଇ ରହିଥିଲା ସବୁ କଥାକୁ ଗ୍ରୁରୁତ୍ଵ ଦେଉଥିଲା ମାନୁଥିଲା କହୁଥିଲା ପ୍ରିୟା ତୁମେ ହିଁ ତ ମୋ ପାଇଁ ଆକାଶର ଜହ୍ନ ପୋଖରୀର କଇଁ ବିଶ୍ବର ସୁନ୍ଦରୀ ସେତେବେଳେ ତୁମେ ମିଛ କଥା କହି ଫାଙ୍କିବାକୁ ଚେଷ୍ଟା କରୁଥିଲ…..। ହଁ ପ୍ରିୟା ତୁମେ ଯେବେ […]

କୃଷ୍ଣ ଜନ୍ମ.ଲୋକନାଥ ରଥ

କୃଷ୍ଣ ଜନ୍ମ……….. ——————————————- କେତେ କେତେ ନାଟ ଲଗାଇଛି ନାଟୁଆ ସେ ତ ବଡ଼ ଆମ ନଟବର, କେଉଁ କାଳେ ଦେଇଥିଲା ସେ ବର ରହିଲା ଆସି ସେ ଦେବକୀ ଗର୍ଭର. କେତେ ହୀନିମାନ କରି ସେ ଦେଖିଲା କଂସର କଷଣ ସବୁ ସୀମା ଲଙ୍ଘିଲା, ଯେବେ ଦେବତାଙ୍କୁ କଲା ସେ ଦାସ ତେବେ ହରିଙ୍କର ତ ଅବତାର ହେଲା. ସଂସାରୁ କରିବେ ପାପର ସେ ନାଶ ଏ ମହୀତଳୁ […]

Subscribe US Now