ଚଳନ୍ତି ଠାକୁର

ପିତାମାତା ସେ ତ ଚଳନ୍ତି ଠାକୁର                ତାଙ୍କ ପରି କେହି ନହେବେ ସତେ  ସମସ୍ତେ କୁହନ୍ତି ତୁ ମୋ ନିଜର                ବିପଦ ରେ କିଏ ପଚାରେ ତୋତେ ? ସ୍ୱାର୍ଥପର ଏହି ଦୁନିଆ ମଧ୍ୟରେ               ନିସ୍ଵାର୍ଥ ଈଶ୍ୱର, ସିଏ ଯେ ଏକା  […]

ଭାଇ

ଭାଇ ର ପ୍ରେମ ଯେ ସଦା ଚିରନ୍ତନ                  ଜାଣେ ଏହି ସାରା ଜଗତ  ଦୁଃଖରେ, ସୁଖରେ ଭାଇ ହାତ ଧରେ                    ରକ୍ଷା ପାଇଁ ତାର ଆଗତ | ହସାଏ, କନ୍ଦାଏ କେବେ ସେ ରୁଷାଏ                  […]

ଆକାଶର ଆଖି

କିଏ  କହିଲା ଆକାଶର ଆଖି ନାହିଁ ବୋଲି l ମୁଁ ଦେଖିଚି ସେ ଆଖିରେ  କେତେ ଅସୁମାରୀ ସ୍ବପ୍ନ,  ଲୋତକ ପୂର୍ଣ୍ଣ କୋହ,  ଆଉ ଅଶାର ତାଜମହଲ l ତା ଆଖିରେ ମୁଁ ଦେଖିଛି  ଇନ୍ଦ୍ରଧନୁର ରଙ୍ଗ,  ପଢିଛି ସୂର୍ଯ୍ୟଙ୍କ କ୍ରୁରତାର କାହାଣୀ,  ଆଉ ଚନ୍ଦ୍ରର ଶୀତଳ ll ମୁଁ ଦେଖିଛି ସେ ଆଖିରେ  ଏ ପୃଥିବୀ ପ୍ରତି ଥିବା ଅନୁକମ୍ପା,  ବୃକ୍ଷମାନଙ୍କ ପ୍ରତି ଥିବା ଅହେତୁକ ସ୍ନେହ,  ଆଉ […]

ତୁମ ଆଶିଷ

କାଉଡିଆ ଆଉ  ଯିବେନି ଏ ବର୍ଷ           ପାଣି ଭାର କାନ୍ଧେ ବୋହି l ଆହେ ଶିବଶମ୍ଭୁ  ଏ କି ଅବିଚାର          ସହି ଜମା ହେଉନାହିଁ ll ତୁମରି ଲିଙ୍ଗରେ  ଢାଳିବାକୁ ପାଣି           କରିଥିଲି ମାନସିକ l ଦେଖା ତୁମ ଶକ୍ତି  ମାରି କରୋନାକୁ          ଆହେ ବିପଦ ନାଶକ […]

Subscribe US Now