ଓଡ଼ିଆ ପୁଅ ମୁଁ – ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ

ଓଡ଼ିଆ ପୁଅ ମୁଁ ଓଡିଶାରେ ଜନ୍ମ ଓଡିଶା ମୋର ଜନମ ଭୂଇଁ ଲଢ଼ିଛି ଲଢ଼ୁଛି ଲଢୁଥିବି ସଦା ଶେଷ ରକ୍ତ ବିନ୍ଦୁ ନିଗାଡ଼ି ଦେଇ l 1 ଓଡ଼ିଆ ମୋ ଭାଷା ଓଡିଆ ମୋ ଜାତି ଓଡିଶା ମୋ ପରିଚୟ ମା’ମାଟି ପାଇଁ ସଂଗ୍ରାମ କରିଛି ବଇରୀ ନ କରି ଭୟ l 2 ମୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ ତାଙ୍କରି ଔରୁସେ ଜନମି […]

ଜୟ ମା ଦଣ୍ଡକାଳୀ – ଚିତ୍ରସେନ ମହାରଣା

ଚୈତ୍ର ମାସରେ ମା ତୋରି ପୂଜା, ଦଣ୍ଡକାଳୀ ନାମ ତୋର ମାନସ ଭୁଜା | ଆରବର୍ଷକୁ ଆସିବୁ ପୁଣି, ଜୟ ମା ରୁଦ୍ରକାଳୀ ଏକୁଶିଦିନ ମନ୍ଦିର ଛାଡି ବୁଲୁ ବାହାରେ, ପ୍ରତିଦିନ ପୂଜାପାଉ ଭକ୍ତ ଦୁଆରେ | ଭକ୍ତ ତତେ ଡାକିଲେ ଥରେ ଯାଉ ଖୁସିରେ, ମନ ବାଞ୍ଚା ପୂର୍ଣ୍ଣ କରୁ ଶକ୍ତି ବଳରେ | କଳିଯୁଗ ରାଣୀ ଆହେ ମା ଦଣ୍ଡକାଳୀ, ତୋ ଶକ୍ତି ଆଗରେ କିଏ ପାରିବ […]

Subscribe US Now