Literary Contest

ଷ୍ଟୋରି ମିରର ଓ କବିତା ମିନାର ସହଭାଗୀତାରେ ଅକ୍ଟୋବର ୪ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାହିତ୍ୟ ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି ।

‘କବିତା – ଅକୁହା ମନର ବ୍ୟଥା ଆଉ ବେଦନର ଗାଥା’

କବିତା ଲିଖନର ନୂତନଧାରାକୁ ଆପଣମାନଙ୍କୁ ସ୍ୱାଗତ । ଆଜି ହିଁ ଭାଗ ନିଅନ୍ତୁ । ନିଜ ମନର ଅପ୍ରକାଶିତ ଭାବନା ସବୁକୁ ଆସନ୍ତୁ କବିତାର ରୂପ ଦେବା – କବିତାୟନ ପ୍ରତିଯୋଗିତା ମାଧ୍ୟମରେ ।

“ଆମ ଜୀବନର ପ୍ରତିଟି ମୁହୂର୍ତ୍ତ ହେଉଛି ଗୋଟେ ଗୋଟେ ଗଳ୍ପ । କେବଳ ତାକୁ କଲମରେ ଉତ୍ତାରି ପାରିଲେ ହେଲା”

ଆସନ୍ତୁ ଦିଆଯାଇଥିବା ବିଷୟକୁ ଭିତ୍ତିକରି ନୂତନ ଗଳ୍ପ ଲିଖନର ପରମ୍ପରା ଆରମ୍ଭ କରିବା । ନିଜ ଜୀବନଦର୍ଶନ ସହ ନିଜ ମନର ଅବ୍ୟକ୍ତ ଭାବନାକୁ ଗଳ୍ପର ରୂପ ଦେବା – ଗଳ୍ପାୟନ ପ୍ରତିଯୋଗିତା ମାଧ୍ୟମରେ ।

Subscribe US Now