କୃଷକ – ଶୋଭାଗିନୀ ନନ୍ଦ

Views: 32
0 0
Read Time:1 Minute, 55 Second

 ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପ

ମାଘରହାଡଭଙ୍ଗା ଶୀତ  ।

ବର୍ଷାର ଶ୍ରାବଣରଧାରା

 ଜୀବନର ପ୍ରତିଟି ମୁହୂର୍ତ୍ତ

ଲେଲିହାନ ଶିଖା ରେନିତି

 ଜଳେ ପ୍ରଜ୍ବଳିତ    ।

ଲହୁ ଲୁହାଣ ହୋଇ ବହେସ୍ୟେଦଗ୍ରନ୍ଥି

ଉଷ୍ମଘର୍ମଦେଇ ତା’ପାଇଁ ଦିନରାତି

 ଖରାବର୍ଷା ଶୀତକାକର

 ସବୁସମାନ ଯେ ଅଟଇ  ।

ମଣିଷର ଉତ୍ତମ ସ୍ବାସ୍ଥ୍ୟପାଇଁ

 ନିତିଯେ ଭାବଇ

 ପରିଶ୍ରମର ଫଳ ତାକୁ

 କେବେନମିଳଇ  ମାଟିସହିତ

 ମାଟି ହୋଇ ଦିନରାତିଯେଖଟଇ   ା

 ଅଦିନ ଅବେଳରେ ଅର୍ଥର 

ଅନାଟନରେ  ଜୀବନ ଯୁଦ୍ଧରେ ହାରିଯାଇ

 ଶେଷରେ  ଆତ୍ମହତ୍ୟା କୁ 

ଶ୍ରେୟଯେ ମଣଇ ।

ସେଆଉ କେହି ନୁହନ୍ତି

 ସେଆମର କ୍ରୁଷକଭାଇ  ।

ଶୋଭାଗିନୀ ନନ୍ଦ

 ଜୟପୁର

କୋରାପୁଟ

Share this :
Next Post

ଜୟ କିଷାନ୍ - ପ୍ରେମଲତା ସାହୁ

 କୃଷକ ଭାଇ ରେ କୃଷକ ଭାଇ ଖରା ବର୍ଷା କୁ ତୋ ଖାତିର ନାହିଁ। ସକାଳୁ ଉଠି ବିଲ କୁ ଯାଉ ବିଲ ରେ ସଦା ତୁ ପଡି ଥାଉ।। କି ଖରା ବର୍ଷା ଝାଞ୍ଜି ପବନ କୃଷି ରେ ସଦା ଥାଏ ତୋ ମନ।। ଜଗତେ ଖାଇବା ତୁ ଯୋଗାଉ ତୋ ବେଳ କୁ ଜମା ନ ପାଏ ଆଉ।।। କୁଟୁମ୍ବ ତୋର ପାଳିବା ପାଇଁ କେତେ ପରିଶ୍ରମ […]

Subscribe US Now