ବାହୁଡା ବ୍ରହ୍ମ – ପ୍ରିୟଙ୍କା ମହାନ୍ତି

Views: 55
2 0
Read Time:1 Minute, 33 Second

ତୁମ ନୀଳା ପ୍ରଭୂ କିଏସେ ବୁଝିବ
ତୁମେ ଅଟ ନିରା କାର
ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା
ମିଶି ହେଲ ଏକା କାର
ଛାଡିଦେଇ ଗଲ ଲକ୍ଷ୍ମୀ ଙ୍କୁ ମନ୍ଦିରେ
କଲ ତୁମ ନୀଳା ଖେଳା
ବାହୁଡ଼ିବ ତୁମେ ନୀଳାଖେଳା ସାରି
ଶିରିମନ୍ଦିର ଦୁଆର ହେଲାଣି ମେଲା
କବାଟଫାଙ୍କରେ ଚାହିଁ ଛନ୍ତି ସତେ
ଚକୋରି ରୂପରେ ଲକ୍ଷ୍ମୀ
ବାହୁଡା ବ୍ରହ୍ନ ଙ୍କୁ ଆଖିରେ ଦେଖିବେ
ବିରହ ଯାତନାରେ ଚକୋରିର ଆଖି
କରେ ତୁମଙ୍କୁ ସତ ସତ ପ୍ରଣାମ
ଚକୋର ଚକୋରିର ପ୍ରେମର
ଅସର ଲାଗିଥାଉ ଚିରନ୍ତନ !

ପ୍ରିୟଙ୍କା ମହାନ୍ତି
ବାଙ୍କୀ ଶିମିଳିପୁର

Share this :
Next Post

ରଥଯାତ୍ରା - ସ୍ବାତି ମହାପାତ୍ର

  କୋଟି କଳା ମଣି ଚକାଡୋଳା ତୋର ଠାଣି ।। ଭକତ ଉଦ୍ଧାର ପାଇଁ ଆସିଛୁ ଧାଇଁ ନବ ଦିନ ପାଇଁ ଦର୍ଶନ ଦେବାକୁ ଗୋସାଇଁ।।। ଭାଇ ଭଉଣୀ ସାଥୀରେ ଧରି ନାଲି ହଲଦିଆ ସବୁଜ କଳା ରଥରେ ଚଢି।। ଘଂଟ ଘଂଟା ହୁଳ ହୁଳି ଚଉଦିଗ କଂପେଇ ଘୁମେଇ ଘୁମେ଼ଇ ଝୁଲି ଝୁଲି କରୁଛ ବାୟୀ।। ରୂପ ତୋର ଆହା କି ମନୋଲୋଭା ଦେଖିଲେ ତୋ ରଥ ରୁଢ […]

Subscribe US Now