ହଁ ହଁ ମୁଁ ନାରୀ – ଡମ୍ବରୁଧର ବେହେରା

Views: 34
0 0
Read Time:50 Second

ହଁ ହଁ ମୁଁ ନାରୀ
ନୁହେଁ ମୁଁ ଦାରୀ
କରେ ମୁଁ ପାରି
କହେ ନି ଡରି
ସ୍ୱର ଥାଇ ମୁଁ
ଅର୍ଦ୍ଧେଶ୍ୱରୀ…।।
କହେ ନି ମରି
ସ୍ବପ୍ନ ଥାଇ ମୁଁ
ପାରେ ନି ଦେଖି
ଇଚ୍ଛା ଥାଇ ମୁଁ
ପାରେ ନି ରଖି
ନାହିଁ ମୋ ଡର
ନ କରେ ପର
ଜୀଏଁ ନା ମରି
କଷ୍ଟ ମୋ ଭାରି
ହଁ ହଁ ମୁଁ ନାରୀ
ଅପସରୀ….।।

ଡମ୍ବରୁଧର ବେହେରା
ସୁରଳା(ଗଞ୍ଜାମ)

Share this :
Next Post

ମାଆର ମମତା - ରାଜ କିଶୋର ମୁଣ୍ଡି

ମାଆ ମୋର ପୁଣ୍ୟତ୍ଵୟା ମର୍ତ୍ତ୍ୟର ଜାହ୍ନବୀ ତ୍ୟାଗ ଆଉ ଉତ୍ସର୍ଗର ମୃତ୍ତିମନ୍ତ ଦେବୀ ! ମାଆ ମୋର ଚିରସ୍ରୋତା ଅମୃତର ଧାରା ସବୁ ଅଳି ଅର୍ଦ୍ଦଳିକୁ ସହିଯାଏ ପରା ! ମାଆ ମୋର ଅନ୍ଧାରରେ ଆଲୋକର ବତି ସକାଳର ଧୂପ ଆଉ ସନ୍ଧ୍ୟାର ଆଳତୀ ! ମାଆ ମୋର ଧର୍ଯ୍ୟ ଆଉ ଦେହର ଶକତି ଦିଅଇ ସାହାସ ସଦା ମନରେ ଭକତି ! ମାଆ ମୋର ମମତାର ସୀମାହୀନ ସାଗର […]

Subscribe US Now