ମୋ ମାତୃଭାଷା ଓଡ଼ିଆ ଭାଷା କେତେ ଯେ ସୁନ୍ଦର ଲାଗେ, ମୋ ମାତୃମାଟି ଭାରତ ମାଟି କେତେଯେ ମଧୁର ଲାଗେ…(୦) ।
ମୋ ସାହିତ୍ୟ ର କଳା ମାଧ୍ୟୁର୍ଯ୍ୟତା କେତେ ସମ୍ମାନ ରଖେ, କବି ଗଙ୍ଗାଧର ସହ କେତେକବି ସତେ ମାନରଖୀ ଭାଷା ଗଲେ….(୧) ।
ଏଈ ମୋର ମାତୃଭୂମି ମାତୃଭାଷା ରେ ଯେ ସତେ, ବାର ମାସେ ତେର ପରବ ଯେ ହୁଏ, ଆଉ ଧାନ ବିଲ ରେ ସୁନା ର ଫସଲ ପବନ ବି ମନ ଛୁଏଁ….(୨) ।
ମୋନ ଲୋଭେ ମାତୃଭାଷା ରେ ମୋହରି କେତେ ନୁଆଁ କେତେ ଯାତ,ଆଉ ଆରିସା ପିଠା ପଣା ସହ ପୁନେଇଁ ପର୍ବ ର ମିତ….(୩) ।
ଆଉ ମାତୃଭାଷା ମୋହରି ଯେ ଅଟେ କେତେ ସାଧୁ ସନ୍ଥ ଗ୍ରନ୍ଥ, ଯେହି ମାତୃଭାଷା ଓଡ଼ିଆରେ ହୁଏ ନିତିଶିକ୍ଷା ହୁଏ ଯାତ….(୪) ।
ଆଉ ମୋର ଏଈ ମାତୃଭାଷା ରେ ଯେ ସତେ ମୋର ବାସି ପଖାଳ ବି ଲାଗେ ବଢିଆ , ଗର୍ବ ରେ ତେଣୁ ମୁଁ କହିବି ସବୁଠି ମୋ ମାତୃଭାଷା ମୋର ଓଡ଼ିଆ….(୫) ।।
ନିବାଶ ନାୟକ
ଗ୍ରାମ :- ଗିରାସିଙ୍ଗା
ଜିଲ୍ଲା :- ବୈ।ଦ୍ଧ
ପୋଷ୍ଟ :- ବଲାସିଙ୍ଗା
Readers Interaction