ଭାରତ୍ ମାଟିର୍ ବୀର୍ ସଏନ୍.ପ୍ରମୋଦ କୁମାର ସାହୁ

Views: 21
0 0
Read Time:2 Minute, 36 Second

ଭାରତ୍ ମାଟିର୍ ବୀର୍ ସଏନ୍
“””””””””””””””'”‘””””””””””'”””””””””‘”””””””””‘
✍️ ପ୍ରମୋଦ କୁମାର ସାହୁ

ଜଏ ଜଏ ମୋର୍ ବୀର୍ ମାଟିର୍ ଯବାନ୍
ମୋର୍ ଭାରତ୍ ମାଟିର୍ ବୀର୍ ସଏନ୍
ଭୁକେ ସୁଷେ ଖରା ବର୍ଷା କାରର୍ ଥି ଜୁଗି
ଭାରତ୍ ଦେଶ୍ କେ କଲ ଧଏନ୍ ।

କୁଟୁମ୍ ଠାନୁ ଅଲ୍ ଗା ରହି ବି
ଦେଶର୍ ଲାଗି ଜୀବନ୍ ସପ୍ ଲ
ନିଜର୍ କୁଟୁମ୍ କେ ପର୍ କରି ଦେଇ
ଦେଶର୍ ଜୀବନ୍ କେ ରଖ୍ ଲ ।

କେତେ ସଏନ୍ ନିଜର୍ ମାଁ ମାଏଟ୍ ଲାଗି
ହସି ହିସି ଜୀବନ୍ ଦେଲେ
ତାକର୍ ଲାଗି ଆଏଜ୍ ଆମେ ସୁଖ୍ ପାଇଛୁ
ସଭେ ରହୁଛୁ ଲାଡେ ଗେଲେ ।

ତୁମେ ଦୁଖେ ରହି ଆମ୍ ସୁଖେ ରଖ୍ ଲ
କେଭେଁ ସୁଜି ନାଇଁ ପାରୁ ତୁମର୍ ଋଣ୍
ତୁମର୍ ଲାଗି ଆଏଜ୍ ଗରବ୍ କରୁଛୁ
ପାସ୍ ରି ନାଇଁ ପାରୁ ତୁମର୍ ମହାନ୍ ଗୁନ୍ ।

ଧଏନ୍ ଧଏନ୍ ତୁମର୍ ଦେଶ୍ ଭକ୍ତି ହୋ
ତୁମର୍ ପାହା ତଲେ କୁଟି ଶରନ୍
ବଢେ ସାହାସ୍ ତୁମେ ବନେ ବର୍ କସିଆ
ତୁମେ ଭାରତ୍ ମାଟିର୍ ବୀର୍ ଧନ୍ ରତନ୍ ।

ଜେ… ଜେ….. ଜେ ଭାରତ୍ ମାଁ ଗୋ
ଖିଲ୍ ଖିଲଉ ଆମର୍ ଦେଶ୍ ଦୁନିଆ
ତର୍ ପାହା ତଲେ କୁଟି ଶରନ୍ ମାଁ ଗୋ
ଭକ୍ତି ନେ ଗାଉଥିମୁ ଧରି ତୋର୍ ନାଁ ।

କଣ୍ଡରେଇ, କର୍ଲାମୁଣ୍ଡା ଜି-କଳାହାଣ୍ଡି
ମୋ- ୬୩୭୯୦୮୧୫୧୬

Share this :
Next Post

ଲୁହ ହେଉନାହିଁ ଶେଷ.ପ୍ରଶାନ୍ତ କୁମାର ସେଠୀ

ଶୀତୁଆ ସକାଳ ପାହାନ୍ତି ପ୍ରହରେ ପ୍ରିୟା କଥା ଭାରି ପଡୁଛି ମନେ ତକିଆକୁ ଧରି ଭିଡି ମୋଡି ହେଲେ ସ୍ମୃତିର ଶବଦ ଶୁଭୁଛି କାନେ ।। ମୋନାଲିସା ମୋର ମନର ନାୟିକା ଫଗୁଣ ଆକାଶୁ ଯାଇଛି ହଜି ଜହ୍ନର ଜୋଛନା ପ୍ରାଣ ପ୍ରିୟତମା ପ୍ରେମ ମୋ ଶ୍ରାବଣେ ଯାଇଛି ଭିଜି ।। ଅନୁଢା ବୟଷେ ପ୍ରେମର କୋଣାର୍କ ଆଙ୍କିଥିଲା ସିଏ ମୋହରି ମନେ ବାଣ୍ଟିଥିଲା କେତେ ଶବ୍ଦ ସଞ୍ଜବେଳେ ଶୋଉଥିଲା […]

Subscribe US Now