ଭାରତ୍ ମାଟିର୍ ବୀର୍ ସଏନ୍
“””””””””””””””'”‘””””””””””'”””””””””‘”””””””””‘
✍️ ପ୍ରମୋଦ କୁମାର ସାହୁ
ଜଏ ଜଏ ମୋର୍ ବୀର୍ ମାଟିର୍ ଯବାନ୍
ମୋର୍ ଭାରତ୍ ମାଟିର୍ ବୀର୍ ସଏନ୍
ଭୁକେ ସୁଷେ ଖରା ବର୍ଷା କାରର୍ ଥି ଜୁଗି
ଭାରତ୍ ଦେଶ୍ କେ କଲ ଧଏନ୍ ।
କୁଟୁମ୍ ଠାନୁ ଅଲ୍ ଗା ରହି ବି
ଦେଶର୍ ଲାଗି ଜୀବନ୍ ସପ୍ ଲ
ନିଜର୍ କୁଟୁମ୍ କେ ପର୍ କରି ଦେଇ
ଦେଶର୍ ଜୀବନ୍ କେ ରଖ୍ ଲ ।
କେତେ ସଏନ୍ ନିଜର୍ ମାଁ ମାଏଟ୍ ଲାଗି
ହସି ହିସି ଜୀବନ୍ ଦେଲେ
ତାକର୍ ଲାଗି ଆଏଜ୍ ଆମେ ସୁଖ୍ ପାଇଛୁ
ସଭେ ରହୁଛୁ ଲାଡେ ଗେଲେ ।
ତୁମେ ଦୁଖେ ରହି ଆମ୍ ସୁଖେ ରଖ୍ ଲ
କେଭେଁ ସୁଜି ନାଇଁ ପାରୁ ତୁମର୍ ଋଣ୍
ତୁମର୍ ଲାଗି ଆଏଜ୍ ଗରବ୍ କରୁଛୁ
ପାସ୍ ରି ନାଇଁ ପାରୁ ତୁମର୍ ମହାନ୍ ଗୁନ୍ ।
ଧଏନ୍ ଧଏନ୍ ତୁମର୍ ଦେଶ୍ ଭକ୍ତି ହୋ
ତୁମର୍ ପାହା ତଲେ କୁଟି ଶରନ୍
ବଢେ ସାହାସ୍ ତୁମେ ବନେ ବର୍ କସିଆ
ତୁମେ ଭାରତ୍ ମାଟିର୍ ବୀର୍ ଧନ୍ ରତନ୍ ।
ଜେ… ଜେ….. ଜେ ଭାରତ୍ ମାଁ ଗୋ
ଖିଲ୍ ଖିଲଉ ଆମର୍ ଦେଶ୍ ଦୁନିଆ
ତର୍ ପାହା ତଲେ କୁଟି ଶରନ୍ ମାଁ ଗୋ
ଭକ୍ତି ନେ ଗାଉଥିମୁ ଧରି ତୋର୍ ନାଁ ।
କଣ୍ଡରେଇ, କର୍ଲାମୁଣ୍ଡା ଜି-କଳାହାଣ୍ଡି
ମୋ- ୬୩୭୯୦୮୧୫୧୬
Readers Interaction