ତୁମେ କେଉଁଠି..ପବିତ୍ର ବେହେରା

Views: 8
1 0
Read Time:2 Minute, 14 Second

“”””””କେଉଁଠି ତୁମେ””””””

ହେ ମୋ ଅଳସୀ ନିଦ ର ଲାବଣ୍ୟବତୀ
ହେ ମୋ ଚଞ୍ଚଳ ପ୍ରେମ ର ମୋଉନାବତୀ

“””” କେଉଁଠି ତୁମେ”””

କୁଲାଡ ଗଡ ଦୁର୍ଗରେ ଭାଙ୍ଗି ପଡିଥିବା ପାହାଚରେ ଅଛ ନା’
ଆକଶ ବକ୍ଷ ର ନୀଳ ସାଗର ରେ ଲୁଚି ଅଛ।

“”””” କେଉଁଠି ତୁମେ”””

ନୟାଗଡ ରାଜକୁମାରୀ,କୋଟିବ୍ରହ୍ମାଣ୍ତ ସୁନ୍ଦରୀ,
ଅନନ୍ଦରେଖା, କଳାବତୀ,ରସରେଖା,ଈସ୍ପିତା,ଐଶ୍ଵର୍ଯ୍ୟ।

“””””” କେଉଁଠି ତୁମେ “”””

ହେ ଲାବଣ୍ୟବତୀ ମୁଁ ତୋ ଯୋଗୀଟିଏ,କବିଟିଏ
ନିଳଜହ୍ନ ରାତିରେ ମିଞ୍ଜି ମିଞ୍ଜି ଜଳୁଥିବା ସଞ୍ଜଟିଏ।

“”””” କେଉଁଠି ତୁମେ””””

ଖୋଜିଲି ଚନ୍ଦ୍ରଭାଗା ର ସମୁଦ୍ର ତଟରେ
ଖୋଜିଲି ଘଞ୍ଚ ଅରଣ୍ୟ ର ଅଶୋକ ବଣରେ।
ଅଛି ତୁମ ପଦ ଚିହ୍ନ ଅର୍କ କ୍ଷେତ୍ରର ନୃତ୍ୟ ମଣ୍ଡପରେ
କିନ୍ତୁ ପାହିଲି ନାହିଁ ତୁମକୁ ।

ହେ ମୋର ଲାବଣ୍ୟବତୀ� କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

“”””” କେଉଁଠି ତୁମେ”””

ପବିତ୍ର ବେହେରା
ଗଞ୍ଜାମ,ବାହାଲପୁର
୭୭୮୮୮୮୬୬୦୨

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

କବିତା।ବେଣୁଧର ସୂତାର

🌹🌹 କବିତା 🌹🌹 !!!!!!!!!!!!!!!!!!!!!!!!!!!!!!!!!!! 🙏🙏ବେଣୁଧର ସୂତାର ************************ କବିତା ଗୋ ତୁମେ କବି ହୃଦୟର ମୁଗ୍ଧ ମଧୁର ଭାଷା ପାଠକ ହୃଦୟ ମଣି ମଞ୍ଜୁଳ ଉର୍ମିଳ ନୀଳ ଆଶା ।। ରସିକ ପରାଣ ଚପଳ ଛନ୍ଦାଗୋ ରୂପସୀ ରଜନୀ ଗନ୍ଧା ଅଳସୀ ପାଦେଯା ବିଳାସୀ ନୂପୁର ଦୀପ୍ତ ଚରଣ ଛନ୍ଦା ।। ସାହିତ୍ୟ କାନନ ମଧୁକ୍ଷରା ତୁମେ ମୋହିନୀ ଚନ୍ଦ୍ର ଲେଖା ଲାଵଣ୍ୟ ଲତିକା ମଧୁ କଳିକା ଗୋ […]

Subscribe US Now