ଶୁଭ୍ ନୁଆଁ ବଛର୍ – ଶିବାନି ପାଢି

Views: 22
0 0
Read Time:1 Minute, 18 Second

ଗୁଟ୍ କର୍ ଉତ୍’ରୁ,
ଗୁଟେ ଉତ୍’ରେ
ବେଲ୍ ହର୍ ଘଡି ନୁଆଁ…,
ସୁର୍’ତା ର୍ ବୁଚ୍’କା,
ଗଁଠଲି ଚେଁପେଇ
ପାହା ଥାପୁଛେ ସମିଆଁ… ।

ମରନ ର୍ ଖେଲ୍
ମୁର୍’ଦାର୍ ଗଁଧି ,
ଉଥଲ୍ ପୁଥଲ୍ ଜୀବନ୍…,
ତଥାପି ତ ଆଶ୍,
ପାହାଁତି ହଉ ,
ଜୀବନ୍ ଧୁନ୍ ଥି ମଗନ୍ ।

ଲସ୍’ଲସେଇ ତ,
ପିକେଇ ଉଠେ,
ଆଶ୍ ଟେ ଜୀବନ୍ ଧାରେଁ..,
ଟୁପ୍’ଲେ ଦରଦ୍,
ଚାଙ୍ଘ୍’ରେ ହଁସି,
ହୁଲ୍’କେ ଧୁକା ର୍ ସୁରେଁ ।

ନୁକୋ ପାକୋ ହେଇ,
ଆ” ରେ ବଛର୍,
ଆବାହନି ଗୀତ୍ ଗାଇ …
ଗହଗହ ମନେ ,
ପୁର୍’ଥି ହଁସୁ,
ରୁଗ୍ ଦୁଖ୍ ନାଶ୍ ଯାଇ ।

ଶିବାନି ପାଢି

Share this :
Next Post

ବନ୍ଧୁରେ - ରଞ୍ଜନ କୁମାର ପଣ୍ଡା

*ବନ୍ଧୁରେ…….* ବନ୍ଧୁରେ….. କାହାପାଇଁ ହସୁଛୁ ତୁ, କେହି ନୁହେଁ ତୋହର… ଭାରିଜା ବୋଲି ଯାହାକୁ କରୁ ତୁ ନିଜର, ସ୍ୱାର୍ଥପୂର୍ଣ୍ଣ ନହେଲେ ରେ ହୁଏ ଗର ଗର । ବନ୍ଧୁରେ…. କାହାପାଇଁ ହସୁଛୁ ତୁ, କେହି ନୁହେଁ ତୋହର । ପୁତ୍ର ବୋଲି ଗର୍ବକରୁ ଯାହାକୁ ରେ ତୁହି, ଛାଡି ଚାଲିଯିବ ତୋତେ ବୃଦ୍ଧକାଳେ ସେହି । ବନ୍ଧୁରେ…. କାହାପାଇଁ ହସୁଛୁ ତୁ, କେହି ନୁହେଁ ତୋହର । କନ୍ୟା […]

Subscribe US Now