Read Time:1 Minute, 18 Second
ଗୁଟ୍ କର୍ ଉତ୍’ରୁ,
ଗୁଟେ ଉତ୍’ରେ
ବେଲ୍ ହର୍ ଘଡି ନୁଆଁ…,
ସୁର୍’ତା ର୍ ବୁଚ୍’କା,
ଗଁଠଲି ଚେଁପେଇ
ପାହା ଥାପୁଛେ ସମିଆଁ… ।
ମରନ ର୍ ଖେଲ୍
ମୁର୍’ଦାର୍ ଗଁଧି ,
ଉଥଲ୍ ପୁଥଲ୍ ଜୀବନ୍…,
ତଥାପି ତ ଆଶ୍,
ପାହାଁତି ହଉ ,
ଜୀବନ୍ ଧୁନ୍ ଥି ମଗନ୍ ।
ଲସ୍’ଲସେଇ ତ,
ପିକେଇ ଉଠେ,
ଆଶ୍ ଟେ ଜୀବନ୍ ଧାରେଁ..,
ଟୁପ୍’ଲେ ଦରଦ୍,
ଚାଙ୍ଘ୍’ରେ ହଁସି,
ହୁଲ୍’କେ ଧୁକା ର୍ ସୁରେଁ ।
ନୁକୋ ପାକୋ ହେଇ,
ଆ” ରେ ବଛର୍,
ଆବାହନି ଗୀତ୍ ଗାଇ …
ଗହଗହ ମନେ ,
ପୁର୍’ଥି ହଁସୁ,
ରୁଗ୍ ଦୁଖ୍ ନାଶ୍ ଯାଇ ।
ଶିବାନି ପାଢି
Readers Interaction