ଅଜଣା ପ୍ରିୟା – ଶୁଭ୍ରାଂଶୁ ଭୂଷଣ ମେହେର

Views: 31
0 0
Read Time:1 Minute, 37 Second

ମନ ମୋର ଦେଲି ଅଜଣା ପ୍ରିୟାକୁ
ଜାଣି ନ ଥିଲି ମୁଁ ତାକୁ
ମନ ଚୋରି କଲା ଦୂରେ ଠେଲି ଦେଲା
ଖୋଜି ପାଉନି ତାହାକୁ l
ତା ଠିକଣା ନାହିଁ ପାଶରେ ମୋହର
ଅଜଣା ପ୍ରିୟା ସେ ମୋର
ନ ଜାଣି ତାହାକୁ ମନ ଦେଲି ମୋର
କରିଦେଲା ସିଏ ପର l
ଅଭିମାନୀ ପ୍ରିୟା ଅଭିମାନ କରି
କେଉଁ ଆଡେ ଗଲା ଚାଲି
ମରୁଛି ମୁଁ ଭାଳି ଦିନ ରାତି ଖାଲି
ପ୍ରିୟା କୁ ପାଉନି ବୋଲି l
ଅଜଣା ପ୍ରିୟା ମୋ ଅଜଣା ରାଇଜେ
ଅଜାଣତେ କାହିଁ ଗଲା
ମୋତେ ଜଣା ନୁହେଁ ଜାଣିବି କିପରି
ମୋରମନେ ଦୁଃଖଦେଲା l

ଶୁଭ୍ରାଂଶୁ ଭୂଷଣ ମେହେର
ମୁଁ /ପୋ -ସାଲେପାଲି
ଭାୟା -ଜରାସିଂହା
ଜିଲ୍ଲା -ବଲାଙ୍ଗୀର

Share this :
Next Post

OCEAN OF YOUR EYES! - Dr.Prasana Kumar Dalai

  In the ocean of your eyes I cherish to get myself immersed My mistake I’m too much possessive In you I find my own replica and Some injuries of the past heal Today’s fire ‘ll disappear one day A terror may shatter my dreams I have received so many […]

Subscribe US Now