କୃଷ୍ଣ କେଶବ – ଉପେନ୍ଦ୍ର କୁମାର ବସ୍ତିଆ

Views: 7
0 0
Read Time:1 Minute, 22 Second

କୃଷ୍ଣ କେଶବ ହେ
ଗୁହାରି ସୁଣିବାହେଉ
ଅନାଥ ହୋଇ ମୁଁ
ଭାସି ଯାଉଅଛି
ତୁମ ପରି ନାଥ
ଥାଉଁ ଥାଉଁ
କୃଷ୍ଣ କେଶବ ହେ •••।

ସଂସାର କଷଣ
ପାରୁନାହିଁ ସହି
କୁରୁମ୍ ହେଲାଣି
ଦୁଃଖ ସହି ସହି
କେତେ ମୁଁ ସହିବି
କାହାଗେ କହିବି
ଦୁନିଆ ଯାକର
ଏତେ ଦାଉ
କୃଷ୍ଣ କେଶବ ହେ •••।

ବଡଲୋକ ବୋଲି
କରିଛି ଆସରା
ବଡ ହିନୀମାନ
ମୋ ଦୁଃଖ ପସରା
ଟେକିଅଛି ବାହା
ନ ହୋଇଲେ ସାହା
ତୁମ ନାମେ ମୋର
ଜୀବ ଜାଉ
କୃଷ୍ଣ କେଶବ ହେ •••।

ଉପେନ୍ଦ୍ର କୁମାର ବସ୍ତିଆ
୯୬୯୨୩୪୨୩୮୮
ରାଉରକେଲା ।

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଅଜଣା ପ୍ରିୟା - ଶୁଭ୍ରାଂଶୁ ଭୂଷଣ ମେହେର

ମନ ମୋର ଦେଲି ଅଜଣା ପ୍ରିୟାକୁ ଜାଣି ନ ଥିଲି ମୁଁ ତାକୁ ମନ ଚୋରି କଲା ଦୂରେ ଠେଲି ଦେଲା ଖୋଜି ପାଉନି ତାହାକୁ l ତା ଠିକଣା ନାହିଁ ପାଶରେ ମୋହର ଅଜଣା ପ୍ରିୟା ସେ ମୋର ନ ଜାଣି ତାହାକୁ ମନ ଦେଲି ମୋର କରିଦେଲା ସିଏ ପର l ଅଭିମାନୀ ପ୍ରିୟା ଅଭିମାନ କରି କେଉଁ ଆଡେ ଗଲା ଚାଲି ମରୁଛି ମୁଁ ଭାଳି […]

Subscribe US Now