ଜତ୍ ପଢ଼ା ତତ୍ ବେଡା କଥା ସୁନା
ଏଭର୍ ଜୁଆନ୍ ପିଢି
ମାଁ,ବୁଆର ଆକଟେ ଆର ନାଁଇ ନ
ଆର ପାହେଁ ଗଲେ ବଢ଼ି !!
ପାଠ ପଢା ଲାଗି ଖଞ୍ଜି ବିଞ୍ଜି କରି
ନିଜେ ରହେଲେ ଭୁକେ
ଭଟେ ପଢୁଛେ ଆମର ଛୁଆ ବଲି
କହି ବସଲେ ଡ଼ାଣେ ଭଟେ !!
ପହିଲ ବଝର ବନେ ହେଇ ପଟଲା
ଦୁସରା ବଛରେ ଖାଁଟ୍
ପାଠ କେ ଛାଡ଼ି ପେରେମ ଜାଲେ ପଡି
ଛୁଆ ହେଲେନ ମାଁଏଟ !!
କହେଲେ ମଲ ହୋ ସହେଲେ ମଲ
ମାଁ ବୁଆର ମୁଡ଼ ଫାଏଁ
ଏନ୍ତା ରାଏ ରକମ୍ ଦେଖିକରି ହୋ
ଆର ଭଟେ ଛାଡ଼ବ କାଁଏ? !!
କିଏ ଦେଉଛେ ବଡ଼ଖା ମୁବାଇଲ
ଆର କିଏ ସୁନା ମୁଦି
ବିନ୍ ଲଗନ୍ ବିହା ନାଇଁ ହାରି ହିଆ
ବୁନ୍ଧୁ ବାଟ ନାଇଁ ରୁନ୍ଧି !!
ବିହା କରା ବଛର୍ ଏକୁସ ହେଲା ହୋ
ହେତୁ କରି ଥିବ ମନେ
ତାର ନୁ ଆଘ ମଲର୍ ମଲର୍ ହେଲେ
ଦୁହିଁ ଘରେ ପାଏବ ପାନେ !!
କବି – ଆଶୁତୋଷ ଠାକୁର,
ମଣ୍ଡଳ, ବଲାଙ୍ଗିର,
ମୋବା-୯୯୩୭୯୩୩୧୧୪,
Readers Interaction