ସବୁ ବନେ ବନେ କାଁ – ଆଶୁତୋଷ ଠାକୁର

Views: 23
0 0
Read Time:2 Minute, 0 Second

 

ଜତ୍ ପଢ଼ା ତତ୍ ବେଡା କଥା ସୁନା
ଏଭର୍ ଜୁଆନ୍ ପିଢି
ମାଁ,ବୁଆର ଆକଟେ ଆର ନାଁଇ ନ
ଆର ପାହେଁ ଗଲେ ବଢ଼ି !!

ପାଠ ପଢା ଲାଗି ଖଞ୍ଜି ବିଞ୍ଜି କରି
ନିଜେ ରହେଲେ ଭୁକେ
ଭଟେ ପଢୁଛେ ଆମର ଛୁଆ ବଲି
କହି ବସଲେ ଡ଼ାଣେ ଭଟେ !!

ପହିଲ ବଝର ବନେ ହେଇ ପଟଲା
ଦୁସରା ବଛରେ ଖାଁଟ୍
ପାଠ କେ ଛାଡ଼ି ପେରେମ ଜାଲେ ପଡି
ଛୁଆ ହେଲେନ ମାଁଏଟ !!

କହେଲେ ମଲ ହୋ ସହେଲେ ମଲ
ମାଁ ବୁଆର ମୁଡ଼ ଫାଏଁ
ଏନ୍ତା ରାଏ ରକମ୍ ଦେଖିକରି ହୋ
ଆର ଭଟେ ଛାଡ଼ବ କାଁଏ? !!

କିଏ ଦେଉଛେ ବଡ଼ଖା ମୁବାଇଲ
ଆର କିଏ ସୁନା ମୁଦି
ବିନ୍ ଲଗନ୍ ବିହା ନାଇଁ ହାରି ହିଆ
ବୁନ୍ଧୁ ବାଟ ନାଇଁ ରୁନ୍ଧି !!

ବିହା କରା ବଛର୍ ଏକୁସ ହେଲା ହୋ
ହେତୁ କରି ଥିବ ମନେ
ତାର ନୁ ଆଘ ମଲର୍ ମଲର୍ ହେଲେ
ଦୁହିଁ ଘରେ ପାଏବ ପାନେ !!

କବି – ଆଶୁତୋଷ ଠାକୁର,
ମଣ୍ଡଳ, ବଲାଙ୍ଗିର,
ମୋବା-୯୯୩୭୯୩୩୧୧୪,

Share this :
Next Post

ଫକୀରମୋହନ ସ୍ମରଣେ - ଚିତ୍ତରଞ୍ଜନ ନନ୍ଦ

ନୟନର ତାରା ହୋଇ ବାପା ଲକ୍ଷ୍ମଣ ଓ ମା ତୁଳସୀ କୋଳରେ ଅପୂର୍ବ ଲଗନେ ପବିତ୍ର ମକର ସଂକ୍ରାନ୍ତିରେ ଜନମିଲ ବ୍ରଜମୋହନ ପୁଣ୍ଯ ଦିବସରେ।୧। ପୂଣ୍ୟ ଭୂମି ଉତ୍କଳର ବାଲେଶ୍ବର ଜିଲ୍ଲା ମଲିକାଶ ପୁରରେ ଧରାକୁ ଆସିଲ ତେର ଜାନୁଆରୀ ଅଠର ଶହ ତୈୟାଳିସ ମସିହାରେ ।୨। ବାପା ମା ଛେଉଣ୍ଡ ହୋଇ ଜେଜେମା କୋଳେ ବଢିଲ ଫକୀର ହାତକୁ ଟେକିଲେ ବୋଲି ଫକୀରମୋହନ ନାମ ନେଲ ।୩। ନିଜେ […]

Subscribe US Now