ଆପେ ବଞ୍ଚିଥିଲେ – ଶ୍ରୀରାମ ସାହୁ

Views: 19
0 0
Read Time:1 Minute, 17 Second

ନିଶାମୁକ୍ତ ଅଭିଯାନ
ଘନଘଟା ଛାଇ ଆଲୁଅରେ।
ଛାରଖାର କରିଦେବ ଦୁନିଆଁକୁ ବୋଲିତ
ଦିନତମାମ ମେଳିବାନ୍ଧି
କାନ୍ଧରେ କାନ୍ଧ ମିଶାଇ
ସଚେତନ ମହିଳା ସମିତି।।
ଗାଁ ପଲ୍ଲୀ ମଫସଲ ସବୁସଫା..!
କାହାଘରେ ଶୁଭୁ ନାହିଁ ରାତି ଅଧରେ
ବିକଟାଳ କାନ୍ଦଣା ଲହରି।
ଧନ୍ୟ କହିବା କାହାକୁ
ସହର ଗଳି ରାସ୍ତାରେ ଚାଲିଯିବାକୁ ଭୟ।
ମଦୁଆଙ୍କ ଦୌରାତ୍ମ୍ୟା।
ସ୍ୱର ଉଠାଇବାକୁ ହେବନାହିଁ
ରାଜସ୍ବ ବୁଡ଼ିଯିବ ବୋଲି।।

ଶ୍ରୀରାମ ସାହୁ
କନ୍ଧମାଳ,ଫୁଲବାଣୀ

Share this :
Next Post

ବିରହ - କଳ୍ପନା ରାୟ

  ବିରହଟା ଖାଲି ଦିଏ ନାହିଁ ଅଭବୀ ଯାତନା ଓ କଷ୍ଟ ତା’ ଭିତରେ ବି ଆଣିଦେଇଥାଏ ରୋମାଂଚ, ସ୍ବପ୍ନ ଓ ଫଳ ସୁମିଷ୍ଟ. .. 1 ମିଠାପଣ ତାର ଅଲଗା କରେ ସମୟର ଯାତନାକୁ ପ୍ରତି ମୂହୁର୍ତରେ ଆଣି ଦେଇଥାଏ ନୂଆ ନୂଆ ସୁଖ ସ୍ବପ୍ନକୁ……………..2 ଦିନର ମହତ୍ତ୍ବ ଜଣାପଡେ ସିନା ଆସିଲେ ରାତିର କାଳିମା ଦୁର୍ଗନ୍ଧ ମନକୁ ଚହଲାଇ ଦିଏ ସୁଗନ୍ଧ ଫୁଲର ବାସ୍ନା……. …. ……3 […]

Subscribe US Now