ମା ତାରିଣୀ – ଅମରଜିତ୍ ମଲ୍ଲିକ

Views: 12
0 0
Read Time:1 Minute, 16 Second

 

ଘଟ ଗାଁ ରାଣୀ ମୋ ‘ମା’ ତାରିଣୀ

ସମସ୍ତ ଜନଙ୍କ‌ କରିଛୁ ଗୁଣି ।

।୧।

ତତେ ସୁମରି ଯେ ଶ୍ରୀଫଳ ରଖେ

ତା ପରିବାରକୁ ରଖୁ ତୁ ଶୁଖେଇ ।

।୨।

ଦୁଃଖ ହୁଏ ସୁଖ ସବୁ ତା ଦ୍ବାରେ

ଉପରୁ ନୁହେଁ ଯେ ମନୁ ସୁମରେ ।

।୩।

କେନ୍ଦୁଝରେ ତୁ ମା କରିଛୁ ଘର

ଦୁଃଖ ଦୂର କରୁ ଏ ଦୁନିଆର ।

।୪।

ତୋ ନଡ଼ିଆ ନେଇ ଯାହାକୁ ଦେଲେ

ମନା କରେନାହିଁ ନିଅଇ ଭଲେ। ।

।୫।

ଧନ୍ୟ ତୋ ମହିମା ମୋ ‘ମା’ ତାରିଣୀ

ଧନ୍ୟ ମୋ ଜିବନ ତୋ ଲେଖା ଗୁଣି।

।୬।

 

ନୂଆମଙ୍ଗରାଜପୁର

ବଡ଼ମ୍ବା,କଟକ

Share this :
Next Post

ହେ ବୁଦ୍ଧ ଦିଅ ଆଶିଷ - ସୀମାଞ୍ଚଳ ପଣ୍ଡା

  ଆସ ପୁଣି ଥରେ  ଏ ଧରା ଧାମରେ ବୁଦ୍ଧ ସୁଖେ  ଦିଅ ସୁଧା ପରଷି, ବରଷି   ଆଶିଷ   ପାପ  କର ନାଶ ପୁଣ୍ୟରେ ବସୁଧା  ଉଠିବ ହସି।   ତୁମ ଶାନ୍ତି   ବାଣୀ  ସରାଗରେ ବୁଣି ସରଗ   ସମାନ  ଗଢ଼ିବ  ଧରା, କାମନା ହଟାଇ  ଦୁଃଖ ପୋଛି ନେଇ ସୁଖରେ ଚାଳିବ ସଂସାର ସାରା, ଋଣ ରଣ ରୋଗ ବାର୍ଦ୍ଧକ୍ୟ  ଦୁର୍ଯୋଗ ନ ସାଧିବ ଦାଉ ଉତ୍ପାତେ ବେଶି, […]

Subscribe US Now