ସପନ୍ – ପ୍ରଶାନ୍ତ ନାଗ

Views: 27
0 0
Read Time:2 Minute, 16 Second

ସୁଖର୍ ସୁରୁଯ୍ ବର୍ଜି ଆସି

ଆମର୍ ଦୁଖ୍ ଦରତ୍ ନେଉ ପୁଛି  ।

କଲେଁ ଖାଏମା ନାହେତ ନେଇଁ

କାମ୍ ବୁତା କରି ଥଉଁତ ଆମେ ବଁଚି  ।।

ଲୋକର୍ ସାଂଗେ ଲୋକ୍ ହେଇ ରହେମା

ଯେତେ ଦିନ୍ ଥିମା ଇ ଧରା ଧାମେ  ।

କର୍ମ, ଭାଗ୍ୟର୍ ଫାନେଁ ନେଇଁ ପଡ଼ୁଁ

ବିଶ୍ଵାସ ରଖିଥଉଁ ଆଁମେ ଆମର୍ କାଁମେ  ‌।।

ତତ୍’ଲା ଖରା ଆର୍ ସେ ଝରୀ ଝଁକେର୍ ଥି

ସଂସାର୍ କେ ଯୁଗାସି ଯେ ଆହାର୍  ।

ନୁନ୍,ମିର୍ଚା ବାସିପଖାଲ୍ କାଏଁ

ଭାଗେଁ ପଡ଼୍’ସି ତାହାର୍     ।।

ଆମର୍ ଲାଗି ଜେନ୍ ଯୁଗୀରହିଛନ୍

ଭଗବାନ୍ ରୁପି  “ଜବାନ୍” ମାନେଁ ।

ନିଜର୍ ନିଜର୍ ଭିତରେଁ ମର୍ ଲଡ଼ୁଛୁ

ରାଜ୍’ନୀତି କେ ନେଇ କରି ଆମେ  ।।

ମୁନୁଷ୍ ଜନମ୍ ପାଇଛୁଁ ବଲି 

ଦେଖୁ ଥିମା ଖାଲି କାଏଁ ଦର୍’ପନ୍  ।

ସୁଇ କରି ଦେଖ୍’ବାର୍’ଟା ବନ୍ଦ୍ କରିଦଉଁ

ଚେତି କରି ଦେଖୁଁ ଖୁଲା ଆଁଖି ସପନ୍  ।।

ନାମ -ପ୍ରଶାନ୍ତ ନାଗ

ଗ୍ରାମ -ସିଆଲବାହାଲି

ବ୍ଲକ -ଡୁଙ୍ଗୁରିପାଲି

ଜିଲ୍ଲା -ସୋନପୁର

Share this :
Next Post

ହେ ପ୍ରଭୁ ଶ୍ରୀଗଣେଶ - ସାଗର କୁମାର ପରିଡା

  ଆହେ ପ୍ରଭୁ ଗଣନାଥ          ଧରାଧର ସୁତାସୁତ               ଅଗ୍ରପୂଜ୍ୟ ଅମର ବନ୍ଦନ ବିଦ୍ୟାଦାତା,ଲମ୍ବୋଦର           ଏକଦନ୍ତ ଗଣେଶ୍ୱର             ଭଗବାନ ଶଙ୍କର ନନ୍ଦନ।। ଧ୍ଵମ୍ରକେତୁ, ଗଜାନନ          ବୁଦ୍ଧି କଳାଦି ବିଜ୍ଞାନ           […]

Subscribe US Now