ଗଣେଶ ଚତୁର୍ଥୀ – ହିମାଂଶୁ ଶେଖର ଦାସ

Views: 23
0 0
Read Time:1 Minute, 58 Second

 

ବରଷକୁ ଥରେ ଆସେ ଗଣେଶ ପୂଜା

ଗାଁ ଠୁ ସହର ସବୁ ସାଜ ସଜା l

କୋଉଠି ହୁଏ ତୋରଣ ବଡ଼ କୋଉଠି ହୁଏ ଛୋଟ ,

କୋଉଠି ବାଜେ ଡ଼ିଜେ ସାଉଣ୍ଡ 

କୋଉଠି ପୁଣି ନାଟ l

ସୁନ୍ଦର ମୁଖ ମଣ୍ଡଳ ଯେ ତାଙ୍କର ଅଟଇ,

ସର୍ବ ପ୍ରଥମେ ପୂଜା ଯେ ତାଙ୍କର ହୁଅଇ l

ବିଦ୍ୟା ଦାତା ଅଟନ୍ତି ଯେ ଅସାର ଭଣ୍ଡାର ,

ମୂଷିକ ଅଟନ୍ତି ପୁଣି ବାହାନ ତାଙ୍କର l

ରାଶି ଲଡ଼ୁ ପ୍ରିୟ ତାଙ୍କ ଭୋଗ ଯେ ଅଟଇ ,

ଗଣେଶ ଙ୍କୁ ପୂଜା କଲେ ବିଘ୍ନ ନ ହୁଅଇ l

ମାତାଙ୍କ ଆଦେଶ କ୍ରମେ ଦ୍ୱାର ପାଳ ହୋଇଥିଲେ ,

ପିତା ଙ୍କୁ ନ ନଜାଣି ପାରି ଯୁଦ୍ଧ କରିଥିଲେ l

ଛୋଟ ରୁ ବଡ ପ୍ରଯ୍ୟନ୍ତ ଗଣେଶ ବ୍ରତ ଯେ କରନ୍ତି ,

ଅସୁବିଧା ସମୟରେ ଗଣେଶଙ୍କୁ ସୁମରଣ କରୁଥାନ୍ତି l

ହିମାଂଶୁ ଶେଖର ଦାସ 

ଟିମନପୁର ,ରାଇଘର 

ନବରଙ୍ଗପୁର

Share this :
Next Post

ପ୍ରଭୁ ଗଜାନନ - ବୈଜୟନ୍ତିମାଳା ରାଉତ

  ପାର୍ବତୀ ନନ୍ଦନ ପ୍ରଭୁ ଗଜାନନ ଅଟ ମୂଷିକ ବାହାନ , ବିଘ୍ନ ବିନାଶକ ହେ ଗଣନାୟକ ଘେନ ଆମ ନନିବେଦନ । ସିଦ୍ଧି ବିନାୟକ ତବ ହସ୍ତୀ ମୁଖ ଅଟଇ ଶୁଭ ଦାୟକ, ଅଗ୍ରପୂଜ୍ଯ ତୁମେ ବିଦ୍ଯା ପ୍ରଦାୟକ ତୁମେ ଯେ ଦୁଃଖ ନାଶକ । ଏକ ଦନ୍ତ ପ୍ରଭୁ ହେ ମହାନାୟକ  ହେ ପ୍ରଭୁ ବିଶ୍ବ ପାଳକ , ଭୁବନ ପତି ହେ ଶିବ ପୁତ୍ର ତୁମେ […]

Subscribe US Now