ବିଘ୍ନ ବିନାଶକ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

Views: 35
0 0
Read Time:1 Minute, 28 Second

 

   ସର୍ବ ବିଘ୍ନ ବିନାଶକ 

     ଅଗ୍ର ପୂଜ୍ୟ

ଗଜାନନଂକ  ଆଗମନରେ

ମୁଖରିତ ହୁଏ ଗାଁ,ସାହି,ସହର

ଅପୂର୍ବ ପୁଲକ_ମନରେ ॥

ଗଣେଶ ଚତୁର୍ଥୀ ଆସେ ଯେବେ

ରଙ୍ଗ ଭରି ଯାଏ ହୃଦୟରେ ସେବେ ॥

ବିନାୟକ ଚତୁର୍ଥୀ

  ଯାହା_ଗଣେଶ ପୂଜା

ପାଳିତ ହୁଏ ଖୁସିରେ

ବ୍ରତ,ଉପବାସେ

   ଭକ୍ତି ମନରେ

ପ୍ରାର୍ଥନା ,ସାମୂହିକ ସ୍ତୋତ୍ର

 ଶୁଭେ ଚାରିଆଡ଼େ ।

ଗଣେଶ ମହାପ୍ରୁ

 ରଖନ୍ତୁ ସମସ୍ତଂକୁ ଖୁସି ରେ

ପ୍ରଣତି ଘେନିବ

 ଭକ୍ତି ଦିଅ

  ଆମ ମନରେ ॥

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

କୋଲନରା,ରାୟଗଡ଼ା ଜିଲ୍ଲ

Share this :
Next Post

ଶ୍ରୀ ଗଣେଶ ବନ୍ଦନା - ପ୍ରକାଶ ଚନ୍ଦ୍ର ବରିହା

  ତୁମ୍ଭେ ଦେବ ଅଗ୍ରପୂଜ୍ୟ ଗଣନାଥ    ପ୍ରଭୁ ମୂଷିକ ବାହାନ ସକଳ ଜନର ମଙ୍ଗଳ କରତା    ଆହେ ତୁମେ ଗଜାନନ ପାର୍ବତୀ ନନ୍ଦନ ନରକା ନିଧନ       କରିଥିଲ ଧରାହିତେ  ବିଦ୍ୟା ବୁଦ୍ଧି ଦାତା ପ୍ରଭୁ ଏକଦନ୍ତ       ଘେନି ଯାଅ ମୁକ୍ତି ପଥେ ଗୌରୀଙ୍କ ଶରୀର ତୁଠର ମଇଲା       ତୁମକୁ କଲା ଜୀବନ୍ତ ସେଦିନରୁ ତୁମକୁ ଜାଣେ […]

Subscribe US Now