ସ୍ବଭାବକବି ଗଙ୍ଗାଧର ମେହେର – ଫ୍ରାନସିସ୍ ଶତପଥୀ

Views: 15
0 0
Read Time:54 Second

ପ୍ରଣାମ ଘେନ ହେ କବି ଗଙ୍ଗାଧର,

ଶୁଭେଚ୍ଛା ଅନେକ ଜନ୍ମଦିବସର।

ସିଞ୍ଚି ଦିଅ ବାରେ ତଵ ପ୍ରେମାଶିଷ,

ଓଡ଼ିଆ କଲମେ ଭରିଉଠୁଁ ରସ।

ତୁମ ସାଧନାର ଇତିହାସ ଛଳେ,

ଝାସୁ କବିକୁଳ ବାଣୀସେବାନଳେ।

ମାତୃଭାଷା ଆମ ହେଉ ସର୍ବବ୍ୟାପି,

କ୍ଷୁର୍ଣ୍ଣ ନହେଉ ତା’ ଗାରିମା କଦାପି।।

ଫ୍ରାନସିସ୍ ଶତପଥୀ

ବଡମ୍ବା

କଟକ

Share this :
Next Post

ମୁଁ କ'ଣ ଭୂଲିପାରେ ତୁମକୁ - ମୃତ୍ଯୁଞ୍ଜୟ ସାହୁ

  ଅମାବାସ୍ୟାର ରାତିରେ ଜହ୍ନ ସିନା ଉଁଏ ନାହିଁ ହେଲେ ରାତି କଣ ଭୁଲିପାରେ ଜହ୍ନକୁ…….. ବୈଶାଖର ତାତିରେ ବାଲି ସିନା ଦେଖାଯାଏ ନଦୀରେ ହେଲେ ନଦୀ କଣ ଭୁଲିପାରେ ପାଣିକୁ……… ଆକାଶର କୋଳରେ ମେଘ ସିନା ଢାଙ୍କିଦିଏ ସୂର୍ଯ୍ୟକୁ ହେଲେ ଦିନ କଣ ଭୁଲିପାରେ ସୂର୍ଯ୍ୟକୁ……… ଝରଣାର ଜଳ ସିନା ବହିଯାଏ ନଦୀକୁ ହେଲେ ଝରଣା କଣ ଭୁଲିପାରେ କୁଳୁକୁଳୁ ଶବ୍ଦକୁ……… ବାଟୋଇ ସିନା ଚାଲିଯାଏ ତା ଲକ୍ଷସ୍ଥଳକୁ […]

Subscribe US Now