କଲମ – ଅନିତା ବେହେରା

Views: 24
0 0
Read Time:2 Minute, 7 Second

         ନୁହେଁ ଅସ୍ତ୍ର ଭାଙ୍ଗି

                 ଦେବା ପାଇଁ,

ଗଢ଼ିବାରେ ଅନନ୳ ମାଧ୳ମ ।

ଭାଙ୍ଗି ପାରେନା କା ହୃଦୟକୁ,

      କୋହ ଭରା ମନକୁ,

  ଖ୳ତପୁର୍ଣ ମନେ ସାଜେ 

              ସାଶ୍ଵତ ସାଧନ।

ଶୁଣାଇ ଦିଏ ,

       ଲେଖକର ତୃପ୍ତି ଭରା ଶବ୍ଦକୁ ।

ଦେଖାଇ ଦିଏ,

         ଗ୍ଲାନି ଭରା ଆତ୍ମ ଚିତ୍କାରକୁ ।।

ଲେଖକର କବିତା ର ଦର୍ପଣରେ,

    ସୁନ୍ଦରତାରେ ସଜାଇ ଦିଏ,

           ହଜେଇ ଦିଏ,

     ଭିଜେଇ ଦିଏ ତା ସ୍ପର୍ଶରେ।।

କେଇ ପୄଷ୍ଟାରେ ରଞ୍ଜିତ କରି,

    ଶାନ୍ତ କରେ ଲେଖକର

               ଅକୁହା ବ୳ଥାକୁ।

ଜଣାଇ ଦିଏ ଆକୁଳତା,

       ସନ୍ଦର୍ଭ ଅାଉ 

           ଦ୍ରଷ୍ଟବ୳ ର ଗନ୍ତାଘରକୁ।।

ଅନିତା ବେହେରା

ବଡମ୍ବା

କଟକ

Share this :
Next Post

ପଖାଳ - ସାଗର କୁମାର ପରିଡା

   ମୁଁ ପଖାଳ ଭାତ ଖାଇଲେ ଜାଣିବ ମୋର ମହତ,  କୋଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ମୁହିଁ ,   ଲୁଣ ,ଲଙ୍କା ,ବଡ଼ି ଚୁରା ସହିତ,  ମୁଁ ପଖାଳ ଭାତ ଖାଇଲେ ଜାଣିବ  ମୋର ମହତ.।।(୦) ପଖାଳ ତୋରାଣୀ ପିଇଛି ଯିଏ, ସୁଆଦ ମୋର ଜାଣିଛି ସିଏ, ଜଗନ୍ନାଥଙ୍କର  ମୁଁ ଟଙ୍କ ତୋରାଣୀ,  ଆମ ସଭ୍ୟତାର କହେ ମହତ , ମୁଁ ପଖାଳ ଭାତ ଖାଇଲେ ଜାଣିବ ମୋର […]

Subscribe US Now