କ୍ଲାନ୍ତି – ପ୍ରଶାନ୍ତ କୁମାର ବିଶ୍ବାଳ

Views: 22
0 0
Read Time:1 Minute, 7 Second

 

କ୍ଲାନ୍ତି 

ନିଦ୍ରା ର ଏକ ପୁର୍ବ ସ୍ଥିତି

ମୁକ୍ତି ପଥ ର ବତୀ

ଶକ୍ତିହୀନ ଶରୀର ଭାବଶୁନ୍ୟ ମନ

ଚତୁଃପାର୍ଶ୍ଵରୁ ବିକର୍ଷିତ ଜୀବନ

ଖୋଜୁଥାଏ ଢାଳିଦେବ ଶରୀର 

       ବାସ୍ ଆବଶ୍ୟକ ଏକ ସ୍ଥାନ

ଅନୁଭବ ହେବ ଜୀବିତ ଅବସ୍ଥାରେ ମୃତଅବସ୍ଥା

ଚେତନାରୁ ଅବଚେତନାକୁ

ଏଠି ସବୁ ତପ ଜପ ସାଧନା ବିଫଳ

କେବଳ ଗମନ ଚେତନା ରୁ ଅବଚେତନା

ପ୍ରଶାନ୍ତ କୁମାର ବିଶ୍ବାଳ

ବଡମ୍ବା

କଟକ

Share this :
Next Post

ଦଶମ ପରୀକ୍ଷା - ବିଶ୍ବ ରଞ୍ଜନ

  ପୁଅ ମୋ ଦଶମ ପରୀକ୍ଷା ଦେଇଚି, ମୁଁ କହି ବୁଲୁଥିଲି ହାଟରେ.. ପାସ୍ କରିବ ଭାରି ସହଜରେ, ଜାଣିଥାଅ ଏକା ଚୋଟରେ.. ଫଳ ତା ଦେଖିଲା ପରେ, କୁକୁର ପରିକା ଲାଙ୍ଗୁଡ଼ ଜାକିକି ଶୋଇ ରହିଚି ମୁଁ ଖଟରେ..(୧) ଦିନେ ଅଧେ ଯିଏ ପଚାରନ୍ତି ନାହିଁ, ସେମାନେ କଲ୍ କରନ୍ତି ବାରମ୍ବାର.. ହାଟ ଆଡେ କାଇଁ ତମ ଦେଖା ନାହିଁ, ଆଉ କଣ କୁହ ସବୁ ଖବର.. ଆମକୁ […]

Subscribe US Now