ତୁମେ ତ ଆସିଲ – ବିଜୟ କୁମାର ସ୍ବାଇଁ

Views: 30
0 0
Read Time:1 Minute, 19 Second

ତୁମେ ତ ଆସିଲ

ଅନେକ ଅପେକ୍ଷା ର ଅନ୍ତ ଘଟାଇ

ବର୍ଷଣ ମୁଖର ସେଇ 

ଘନ ଅନ୍ଧକାର ରାତ୍ରୀ ରେ।

ଅତ୍ୟାଚାରୀ ର ଶାସନ ହଟିବ

ଧରଣୀ ବାସୀଙ୍କ

ମୁହଁ ରେ ହସ ଉକୁଟିବ

ପୁଣି ଆଗ ପରି ହେବ ଧରା

ତୁମ ଆଗ ମନରେ।

ଭାଗବତ କହେ

  ବିଶ୍ୱାସେ ମିଳଇ ହରି

ତର୍କେ ବହୁ ଦୂର।

ତୁମ ଆଗମନ ରେ

 ଅପସରି ଯାଉ ସବୁ ଦୁଃଖ

 ଆଉ ଦୂରେଇ ଯାଉ

 ଏ ମହାମାରୀ ର ତାଣ୍ଡବ,

ହେ କୃଷ୍ଣ,

ଘୁଞ୍ଚା ଅ ଏ କଦ ନ

  ଆଉ କର ପରିତ୍ରାଣ।

ବିଜୟ କୁମାର ସ୍ବାଇଁ 

ପ୍ରଧାନ ପଡା 

କଟକ

Share this :
Next Post

ପ୍ରଶ୍ନରେ କବିତା - ଅଧ୍ୟାପକ ସମର ବଲ୍ଲଭ ଭୋଇ

  ହସ ଖୁସିର ପରିଧି ଭିତରେ ସମୟର ପ୍ରଖର ସ୍ରୋତରେ ବଦଳିଯାଉଛି କି ମଣିଷର ଭାବନାର ରଙ୍ଗ? କର୍ତ୍ତବ୍ୟର ବାହାନ ଭିତରେ ଅହଁକାରର ଶାଣିତ ପ୍ରହାରରେ ଭୁଲିଯାଉଛି କି ମଣିଷ ବାସ୍ତବତାର ଶବ୍ଦ? ବିଶ୍ବାସର ପରଦା ଭିତରେ ଅବିଶ୍ବାସର ଅଭିନୟରେ  ଅଟକିଯାଉଛି କି ମଣିଷର ବାସ୍ତବତାର ରୁପ? ସତ ମିଛର ଲଢେଇ ଭିତରେ କଳହର କ୍ଷେପଣାସ୍ତ୍ରରେ ଲୁଛିଯାଉଛି କି ମଣିଷର ସତ୍ୟରଶବ୍ଦ? ଶାନ୍ତି ଅଶାନ୍ତି ର ଦହନ ଭିତରେ ଜଞ୍ଜାଳର […]

Subscribe US Now