ଅବୁଝା ପ୍ରିୟତମା – ଦୀପକ ସାହୁ

Views: 26
0 0
Read Time:1 Minute, 8 Second

 

ଏମିତି ଅବୁଝା ପ୍ରିୟତମା ତୁମେ

କେମିତି କହିବି ବୁଝାଇ 

ଋଷିଗଲ ତୁମେ କଥା ପଦକରେ 

ଏମିତି ବା କ’ଣ କହି ଦେଲି    ?

କଥା କଥାରେ ରାଗଋଷା

ଫୁଣି କେତେ ମାନ ଅଭିମାନ

ଟିକିଏ ସରାଗେ ସବୁ ଭୁଲିଯାଅ

ତୁମେ ପରା ମୋ ପରାଣ ଧନ

ଏଇ ‘ତ ପ୍ରେମର ରାଗ ଅନୁରାଗ    !!

ତୁମ ଋଷା ମତେ ଭାରି ଭଲ ଲାଗେ,,,

ଋଷିଗଲେ ତୁମେ

ବୁଝାଇ ଦେବାକୁ

ସେଥିପାଇଁ ମନେ ପ୍ରେମ ଜାଗେ    !!

ଦୀପକ ସାହୁ

ବଡମ୍ବା

କଟକ

Share this :
Next Post

ସ୍ୱପ୍ନରେ ସ୍ୱାଧୀନତା -ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ

  ତ୍ରିରଙ୍ଗାର ଥିଲା ତ୍ରିଭଙ୍ଗି ଉଡାଣି  ଜାତୀୟ ସଂଗୀତ ଜାତୀୟ  ଚେତନାର କାହାଣୀ  ଜାତୀୟତା ଭାବଧାରIରେ ଆଗକୁ  ବଢିବାର ଥିଲା ଚାହାଣି  ଆମେ ସ୍ୱାଧୀନ ଭାରତର ସନ୍ତାନ  ବୋଲି ଚାଲିଥିଲା ଶୁଣାଣି II ସ୍ୱାଧୀନତା ପ୍ରାପ୍ତିର ଲଢେଇ  ଚାଲିଥିଲା ଚାଲିଛି  ଦେଶ ସ୍ୱାଧୀନ ହୋଇଛି  ବ୍ୟକ୍ତି ସ୍ୱାଧୀନତା ପାଇଁ ଲଢେଇ  ଆଜିବି ଚାଲିଛି  ସ୍ୱାର୍ଥ ଲଢେଇରେ ସାଧାରଣ ଜନତାଙ୍ କ ସ୍ୱାଧୀନତା ପ୍ରସଙ୍ଗ ସାଜିଛି II ସ୍ୱାଧୀନତା ଆଣିଥିବା ମହାତ୍ମାଙ୍କ  […]

Subscribe US Now