ଅନ୍ ଲାଇନ୍ ଟ୍ରେନିଂ – ସୁଦାମ ସୋଲେମୋନ ଗୋଛି

Views: 19
0 0
Read Time:1 Minute, 39 Second
କରୋନା କାଳରେ ଆମ ଗାଆଁ ସାରେ ନେଉଛନ୍ତି ପରା Training. 
ଆମ ସରକାର ଭାରି ପାରିବାର ଜାଣି ଥା ଜବର Cunning. 1
ଅନ ଲାଇନରେ ଆହା ମୋ ଧନରେ ସାଆରେ କରିଲେ Learning.
ଶିକ୍ଷକ ଜୀବନ ଇତିହାସେ ଦିନ ହୋଇବ ପଏଣ୍ଟ Turning.2
ମୋବାଇଲ ନେଟ ପାଇଁ ଛଟପଟ ଇଧର ଉଧର Running.  
ଆମ୍ବଗଛେ କିଏ ଚଢି ବସି ଯାଏ କିଏସେ ପଢୁଚି Leaning. 3
ଅନ ଲାଇନରେ ଟ୍ରେନିଙ୍ଗ ନେବାରେ କିଛି ତ ନାହିଁ ରେ Meaning. 
ନାହିଁ ନେଟ ୱାର୍କ ଶିଖିବେ ଶିକ୍ଷକ ଏଇତ କ୍ବେଶ୍ଚିନ Burning. 4
ବରଷଟା ସାରା ଟ୍ରେନିଙ୍ଗ ପସରା ମେଲେଇଲ ସବୁ Morning. 
ଶୂନ୍ୟ ରାଜକୋଷ ଲାଭହେଲା କିସ କରିଛ କି କେବେ Screening  5
ସୁଦାମ ସୋଲେମୋନ ଗୋଛି 
ବଡମ୍ବା,
କଟକ
Share this :
Next Post

ଅଭିନେତ୍ରୀ - ସସ୍ମିତା ପଣ୍ଡା

*ଅ*–ଅଙ୍ଗେ ମାଖି କଙ୍କୁମଭୂଲି ଅଲିଅଳ ପଣକୁଅବଗୁଣ୍ଠନ ର ଛାୟା ତଳେସୀମନ୍ତ ସିନ୍ଦୁରଅଗ୍ନି ଶିଖାର ଆହ୍ବାନ ରେଦୁଇପଟ ଶଙ୍ଖାଅକୁଣ୍ଠ ଚିତ୍ତେ ଆପଣେଇପାଦର ଅଳତାଅଗ୍ନି ପରି ଜଳିବାକୁଅକାତରେ ଦିଏ ପ୍ରତିଶ୍ରୁତିହେବାକୁ କାହାର ପତ୍ନୀ । *ଭି*—ଭିନ୍ନ ଏକ ଜୀବନକୁ କରି ଆମନ୍ତ୍ରଣଭିନ୍ନ ଏକ ମଣିଷ ସାଥିରେଭିଜି ଯାଏ ସହଧର୍ମିଣୀ ର ବ୍ରତ ପାଇଁଭୀଷଣ ଯାତନା ଜତୁଗୃହେସାଜି ସହଯାତ୍ରୀଭିତତ୍ରସ୍ତ ତାର ହୃଦୟ ଟାକହିଉଠେ ସେଇଠି ଜଳିବ ତୋ ଯୂଈ । *ନେ*–ନେତ୍ର କରି ସଜଳ […]

Subscribe US Now