ରାକ୍ଷୀ – ଅମରଜିତ ମଲ୍ଲିକ

Views: 29
0 0
Read Time:1 Minute, 6 Second

ଆଜି ପରା ରାକ୍ଷୀ
ପ୍ରଭୁ ତୁମେ ରୁହ ଶାଖି
ଭଉଣୀକୁ କରିବିନି ଦୁଃଖୀ
ଭଉଣୀ ସେ ମୋର
କରିବିନି ତାକୁ ଦୂର
ରଖିବି ଜୀବନେ ସାଇତି ତାକୁ ।
ରାକ୍ଷୀ ଅବସରେ
ଥିଲେ ଯେତେଦୂରେ
ଲାଗୁଛି ସେ ପାଖେ ଅଛି
ଭଉଣୀ ଆସିଲେ
ମନ ହୁଏ ଖୁସି
ଲାଗୁନାହିଁ ଆଉକିଛି ।
ଭଉଣୀ ଭାଇର
ଏତ ସେ ସମ୍ପର୍କ
ସୂତା ଖିଅ ପରି ଅଛି
ଛିଡିଗଲେ ସେତ
ଯୋଡିବନି କେବେ
ଭାବନାହି ଆଉକିଛି ।

ଅମରଜିତ ମଲ୍ଲିକ
ନୂଆମଙ୍ଗରାଜପୁର,  ବଡମ୍ବା, କଟକ

Share this :
Next Post

ସ୍ବଭାବ କବି ଗଙ୍ଗାଧର ମେହେର - ନନ୍ଦିନୀ ରାଉତ

ଉତ୍କଳର ମାଟି ଧନ୍ୟ ହୋଇଥିଲା     ତୁମକୁ କୋଳରେ ଧରି,  ତାର ଧୂଳି ରେଣୁ କାନ୍ଦୁଅଛି ଆଜି     ତୁମରି ଗୁଣ ସୁମରି…. 1 ରଙ୍ଗାଯୀବ ତୁମେ ଗଙ୍ଗାଧର ଥିଲ      ପ୍ରକୃତିର ଉପାସକ ,  ତୁମରି କବିତା ବିଭୋର କରିଛି     ଭାଳୁଛନ୍ତି ଆଜି ଲୋକ…. 2 ଇନ୍ଦୁମତୀ, ତପସ୍ୱିନୀ ର ବର୍ଣ୍ଣନା     ପ୍ରତି ଅନ୍ତରେ ଜାଗ୍ରତ ,  ପ୍ରଣୟ ବଲ୍ଲରୀ ହୃଦେ ହୃଦେ ଆଜି  […]

Subscribe US Now