Read Time:2 Minute, 2 Second

ଦୁନିଆରେ ସବୁ ଲାଗିବେ ଗଧ ।
ଧର୍ମ କର୍ମ ସବୁ ଚୁଲିକି ଯାଉ
ମଦ ସାଥେ ଚାଖଣ ପାଖରେ ଥାଉ ।
ମଦର ଏବେ ବଢିଲା ଦାମ
କାଉଣ୍ଟର ଆଗରେ ବଢିଲା ଜାମ୍ ।
ଏବେ ହେଲା ସବୁ ଅନଲାଇନ୍
ଘରେ ବସି ଚାଲିବ କାଇଦା କାନୁନ୍ ।
ବାସନ କୁସନ ବନ୍ଧାକୁ ଯାଉ
ମଦ ଆଉ ମାଂସ ପାଟିରେ ଥାଉ ।
ଏମନ୍ତ ନିଷା ବାପାକୁ ଡାକିବ ମଉସା
ମଦ ଟିକେ ପାଇଁ ଛାଡିବା କୂଳ ବେଉଷା ।
ମଦ ହାଡେ ସବୁ ହୋଇବ ସରବ ଶେଷ
ପିଆପିଇ କରି ଜୀବନକୁ କର ନାଶ ।
ଜୀବନତ ଜୀବ ମଦ ପିଆରେ ଭାଇ
ପିଲାପିଲି ରାସ୍ତାରେ ଭିକ୍ଷା କରୁଥିବେ ଯାଇ ।
ଛାଡିଦେବା ଆମେ ମଦ୍ୟପାନର ନିଷା
ଜୀବନରେ ଯଦି ବଞ୍ଚିବାର ଥାଏ ଆଷା ।
ମଦତ ପିଉଛ ହୋଇଗଲେ ଟିକେ କ୍ଳାନ୍ତ
ତାକୁ ପାନକଲେ ଯଲଦି ହେବ ସର୍ବ ଶାନ୍ତ ।
ଅମରଜିତ ମଲ୍ଲିକ
ବଡମ୍ବା
କଟକ
କବିତା ମାଧ୍ଯ୍ଯମରେ ସଚେତନାର ସୁନ୍ଦର ବାର୍ତ୍ତା