ମଦ ମହାଭାରତ – ଅମରଜିତ୍ ମଲ୍ଲିକ

Views: 33
0 0
Read Time:2 Minute, 2 Second

ତଣ୍ଟିରେ ପଡିଲେ ଟିକିଏ ମଦ 
ଦୁନିଆରେ ସବୁ ଲାଗିବେ ଗଧ ।
ଧର୍ମ କର୍ମ ସବୁ ଚୁଲିକି ଯାଉ 
ମଦ ସାଥେ ଚାଖଣ ପାଖରେ ଥାଉ ।
ମଦର ଏବେ ବଢିଲା ଦାମ
କାଉଣ୍ଟର ଆଗରେ ବଢିଲା ଜାମ୍ ।
ଏବେ ହେଲା ସବୁ ଅନଲାଇନ୍ 
ଘରେ ବସି ଚାଲିବ କାଇଦା କାନୁନ୍ ।
ବାସନ କୁସନ ବନ୍ଧାକୁ ଯାଉ
ମଦ ଆଉ ମାଂସ ପାଟିରେ ଥାଉ ।
ଏମନ୍ତ ନିଷା ବାପାକୁ ଡାକିବ ମଉସା
ମଦ ଟିକେ ପାଇଁ ଛାଡିବା କୂଳ ବେଉଷା ।
ମଦ ହାଡେ ସବୁ ହୋଇବ ସରବ ଶେଷ
ପିଆପିଇ କରି ଜୀବନକୁ କର ନାଶ ।
ଜୀବନତ ଜୀବ ମଦ ପିଆରେ ଭାଇ
ପିଲାପିଲି  ରାସ୍ତାରେ ଭିକ୍ଷା କରୁଥିବେ ଯାଇ ।
ଛାଡିଦେବା ଆମେ ମଦ୍ୟପାନର ନିଷା 
ଜୀବନରେ ଯଦି ବଞ୍ଚିବାର ଥାଏ ଆଷା ।
ମଦତ ପିଉଛ ହୋଇଗଲେ ଟିକେ କ୍ଳାନ୍ତ 
ତାକୁ ପାନକଲେ ଯଲଦି ହେବ ସର୍ବ ଶାନ୍ତ ।
ଅମରଜିତ ମଲ୍ଲିକ
ବଡମ୍ବା
କଟକ 
Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ମଦ ମହାଭାରତ – ଅମରଜିତ୍ ମଲ୍ଲିକ

Comments are closed.

Next Post

ମାଲକାନଗିରି - ମୃତ୍ଯୁଞ୍ଜୟ ସାହୁ

ପ୍ରକୃତିର ଗନ୍ତାଘର          ମାଲକାନଗିରି lକଳ୍ପନା କରିବ କିଏ         ସୌନ୍ଦର୍ଯ୍ୟ ତାହାରି llଝରଣାର କୁଳୁ କୁଳୁ           ଶବଦ ମଧ୍ୟରେ l ମନ ମୋର ହଜିଯାଏ         ପ୍ରକୃତି କୋଳରେ llକୋଇଲିର କୁହୁ କୁହୁ         ବାଘର ଚିତ୍କାର lଭୟ ମିଶା ଆନନ୍ଦରେ         ବୁଲେ ଏକାନ୍ତର llବୁଲି ବୁଲି ଦେଖୁଥାଏ         ରୂପ ପ୍ରକୃତିର lବିଚିତ୍ର ସମ୍ଭାର ଇଏ      ଅଟେ ବିଭୁଙ୍କର llକେବେ ଦେଖେ ହରିଣଟି […]

Subscribe US Now