କୃଷକ – ଜୟନ୍ତୀ ନନ୍ଦ

Views: 22
0 0
Read Time:1 Minute, 16 Second

 

କୃଷକ ଭାଇରେ କୃଷକ ଭାଇ
  ତୋ ଦୁଖତ କେହି ବୁଝଇ ନାହିଁ ।
  ଦିନ ରାତି ଖଟୁ ବିଲରେ ତୁହି
  ଜଗତକୁ ପାଳୁ ତୁ ଅନ୍ନ ଦେଇ ।
  ଦୁଃଖ ବୁଝେନାହିଁଟି ସରକାର
  ବିହନ ଔଷଧ ଆବର ସିର ।
  କଳା ବଜାରରେ ବିକିରି ହୁଏ
  ତୋ ଦୁଃଖଏଥିରେ ଦ୍ବିଗୁଣ ହୁଏ ।
  ଠିକ୍ ସମୟରେ ପହଞ୍ଚେ ନାହିଁ
  ଅଧା ଆୟ ହୁଏ କହିବୁ କାହିଁ ।
  ଏତେ ଦୁଃଖ ସହି ଯୋଗାଉ ଅନ୍ନ
  କଷକ ଭାଇତୁ ଧନ୍ୟରେ ଧନ୍ୟ ।
          ———————
ଜୟନ୍ତୀ ନନ୍ଦ
ସୁବଣ୍ଣପୁର

Share this :
Next Post

କୃଷକ - ଗଗନ କୁମାର ଦାଶ

  କମ୍ପି ଉଠୁ ଏହି ମେଦିନୀ ଉପରେକରି ତୁମ ଜୟଗାନ,ଜୟ ହୋ ଜବାନ ଜୟ ହୋ କିଶାନବଢାଅ ଦେଶ ସମ୍ମାନ । ଲହୁ ଲୁହ ଢାଳି ଖରା ବର୍ଷା ଶୀତେଖଟେ ସିଏ ଆମ ପାଇଁ,ତା’ ପାଇଁ ଦେଶର ଗୌରବ ବଞ୍ଚିଛିସବୁ ସହି ଯାଏ ସେହି । ତାହାର ମୂଲ୍ୟ କୁ ଦେଇ ନ ପାରଇସ୍ଵାର୍ଥପର ଏ ଜନତା,ଖଟି ଖଟି ସିଏ ଜୀବନ ବଞ୍ଚାଏସିଏ ତ ଭାଗ୍ୟ ବିଧାତା । ସରସ […]

Subscribe US Now