ସ୍ପର୍ଶ – ଚିନ୍ମୟୀ ମହାପାତ୍ର

Views: 38
0 0
Read Time:1 Minute, 36 Second

ସେ ମା ‘ର ହେଉ କି ବାପାର, ଭାଇର ହେଉ କି ଭଉଣୀର, ପ୍ରେମିକ ହେଉ କି ପ୍ରେମିକାର……. ସ୍ପର୍ଶ ହିଁ ଜୀବନ୍ତ,
କଥାକୁହା କଣ୍ଢେଇ ସେ…
ସ୍ମୃତିର କଥା କହେ…
ହସ ଓ ଲୁହର…
ବିରହ ଓ ବିଷାଦର ସ୍ନେହ, ଅନୁରାଗର ପ୍ରିତୀ, ପ୍ରଣୟର… କଥାକୁହା ସୁନ୍ଦର ଅତୀତର ପୃଷ୍ଠାଟିଏ ସ୍ପର୍ଶ.. !ବର୍ତ୍ତମାନର ନଉକାଟେ ଭବିଷ୍ୟତର ଦିଗବାରେଣୀ ଯନ୍ତ୍ରଟିଏ..
ସ୍ପର୍ଶ…. ନିଜସ୍ୱ ଠିକଣାଟିଏ.. ଖୋଜି ବୁଲୁଥାଏ ଏପଟ ସେପଟ ମଧୁର ସ୍ୱୀକୃତିଟେ ପାଇଁ ଆଖପାଖ ଓ ଏପାଖ ସେପାଖ..

ଚିନ୍ମୟୀ ମହାପାତ୍ର

ଯୁବଜ୍ୟୋତି ହାଇସ୍କୁଲ, ବାମୁର, ଅନଗୁଳ l

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ସ୍ପର୍ଶ – ଚିନ୍ମୟୀ ମହାପାତ୍ର

  1. ଅଶେଷ ଧନ୍ୟବାଦ ମହାଶୟ କବିତା(ସ୍ପର୍ଶ ) ସ୍ଥାନିତ କରିଥିବାରୁ l

Comments are closed.

Next Post

ମାତୃଭାଷା - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ଦେଖିଲି ବହୁତ ତାରକା ଖଚିତ ରହଣି ଭୋଜନ ସ୍ଥଳୀ ଗଣିଦେଲେ ଅର୍ଥ ଅଳପ ବେଶିକି ଯଥାବିଧି ସୁଖ ମିଳି । ଭଲ ବ୍ୟବସାୟ କରନ୍ତି ଉଦ୍ୟୋଗୀ ବିଶ୍ୱବ୍ୟାପୀ ଏହି ଶିଳ୍ପ ଆମ ଆବଶ୍ୟକ ପଡିଲେ ଅବଶ୍ୟ ଗୃହୀତ ହୁଏ ବିକଳ୍ପ । ଯାତ୍ରୀ ସେବା ସୁଖ ସାମୟିକ ବାସ ନିମିତ୍ତ ଏହାର ସ୍ଥିତି ଘର ପରିବାର ମାଆ ହାତରନ୍ଧା ସଙ୍ଗେ ସରି ନୁହେଁ କିଛି ? ମୋ ମାତୃଭାଷା ଜନ୍ମ […]

Subscribe US Now