ସମୟ – ନଳିନୀ କାନ୍ତ ପାଢ଼ୀ

Views: 27
0 0
Read Time:48 Second

କେବେ ହସାଏ କେବେ କନ୍ଦାଏ
କେବେ ପବନ ବେଗରେ ଆସି
ଅଦୃଶ୍ୟ ହେଇ ଯାଏ
ସମୟକୁ ଧରି ହୁଏ ନାହିଁ
ସମୟକୁ ଅତିକ୍ରମ କରି ହୁଏ ନାହିଁ
ସମୟ ଭଗବାନ ଅଟେ
ସମୟ ବିନା ଏ ଜୀବନ, ଜୀବନ ନୁହେଁ
ସମୟର ସତ ଉପଯୋଗ ଆବଶ୍ୟକ
ସମୟକୁ ଯେ ପୂଜା କରେ
ସମୟ ତା ସାଥିରେ ଥାଏ ଚିରକାଳ l

ନଳିନୀ କାନ୍ତ ପାଢ଼ୀ

Share this :
Next Post

ମାଆ ବରୁଣେଇ ଡାକେ ପୁକାରେ - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ବରୁଣେଇ ମାଆ ଡାକୁଚି ଆ କରୁଣେଇ ମାଆ ଡାକୁଚି ଆ ଓଡ଼ିଶା ମାଟିର ବୀର ପାଇକ ମୋ ଶୀଥିଳ କାହିଁକି ରକତ ନିଆଁ ? ଦୁଇଶ ବରଷ ଯାଇଚି ପୂରି, ବକ୍ସି ଜଗବନ୍ଧୁ ଭ୍ରମର ମାଧବ ଗଲେଣି କି ତୋର ମନରୁ ଭୁଲି, ବାଘ ତୋଟା କୂଳେ ବରଗଛ ଡାଳେ ଶୁଭୁନି କି ଜୟୀ ପୁଅ କାନ୍ଦଣା ? ବରୁଣେଇ ମାଆ ଡାକୁଚି ଆ—- ପ୍ରବଳ ପ୍ରତାପୀ ଇଂରେଜ ଜାତି, […]

Subscribe US Now