ପ୍ରିତି ଭରା ଜୋଛନା ରାତି – ସସ୍ମିତା ସାହୁ

Views: 61
0 0
Read Time:1 Minute, 9 Second

ପ୍ରିତି ଭରା ଏଇ ଜୋଛନା ରାତିରେ
ମନେ ପଡ ତୁମେ ସାଥୀ
ହୃଦୟ ଜାଣିଛି କେମିତି କାଟୁଛି
ତୁମ ବିନା ଏହି ରାତି ।।

ବିରହ ନିଆଁରେ ମୁ ଜଳୁଅଛି
ତୁମେ କି ପାରୁନ ବୁଝି
ବିଦେଶେ ରହିଲ କାହା ସାଥେ ତୁମେ
କାଣୀ କେମ୍ପି ଅବା କୁଜି ।।

ତୁମର ବାଟକୁ ଅପେକ୍ଷା କରିଛି
ଆସିବ କେବେ ଯେ ଫେରି
ସେଇଦିନ ପୁଣି ଏକାଠି ହୋଇବେ
ବିଛେଦର ଏ ଶୁଆ ଶାରୀ ।।

ସସ୍ମିତା ସାହୁ

ଗୋପୀନାଥ ପୁର , ବଡମ୍ବା , କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

3 thoughts on “ପ୍ରିତି ଭରା ଜୋଛନା ରାତି – ସସ୍ମିତା ସାହୁ

  1. Wow pagal you are awesome.. your lines are heart touching..very impressive. am a big fan of your

Comments are closed.

Next Post

ଆଖି - ଦୀପ୍ତିମୟୀ ବାରିକ୍

ଆଖି ସେ ତ ପ୍ରତି ମୁହୂର୍ତ୍ତରେ ସାକ୍ଷୀ ତା ବିନା ସାରା ପୃଥିବୀ ଅନ୍ଧାର ଜଣାପଡେନାହିଁ ଜମା ଦିନ ତା ବିନା ସବୁରାତି । ଆଖି ସେ ତ ମୁହଁର ଗହଣା ସେ ଦୁଇଟି ମନର ଆଇନା ଆଖି ଦେଖିପାରେ ଅନ୍ୟ ର ବେଦନା ଝରାଏ ଲୁହର ଝରଣା । ସେ ଦୁଇଟି ଆଖିରେ ଦେଖାଏ ଅନେକ ମିଠା ମିଠା ସପନ ଭରିଦିଏ ହୃଦୟରେ ପ୍ରେମ ଅଙ୍କିଦିଏ ମନ ଆକାଶରେ […]

Subscribe US Now