ତମେ ଫେରିଯାଅ – ସୁରେଶ ଚନ୍ଦ୍ର ମହାନ୍ତ

Views: 75
0 0
Read Time:2 Minute, 4 Second

ଶୁଭୁଛି ଉତ୍ତିଷ୍ଠତ ଜାଗ୍ରତ

ପ୍ରାପ୍ୟ ବର!ନ ନିବୋଧତ

ଆସ ସବିତା କବିତା

ଅଭୟ!ଙ୍କୁ ପଚାରିବା

ଧର୍ମାନ୍ତରଣ କଣ ..

ଆଦିବାସୀ ଭାଷା ପୋଷାକ

ଚଳଣି ଓପାସ ବ୍ରତ ଉତ୍ସବ

କିଏ କଲା ପରିବର୍ତ୍ତନ ?

ଢେଂକିଶାଳରୁ ଢେଙ୍କାନାଳ

ବିଶ୍ୱାସରେ ବିଷ ଦେଇ

ଧର୍ମାନ୍ତରଣ ଚଳିବ ନାହିଁ

ମାରାଂବୁରୁ ଜାହେର ଆୟ

କାଲି ଅଭୟ ଦେବ ନାହିଁ

ଆଜି ଧନୁତୀରରେ ଶାସ୍ତି

ବିଦେଶୀ ପ୍ରଚାରକଗଣ

ଆଖି ଖୋଲି ତମେ ଦେଖ

ବିପ୍ଳବରେ ଉଠିଲେଣି ମାତି

ବନବାସୀ ତରୁଣ ଅରୁଣ !

ଶିକ୍ଷା ଅସହାୟ ରୋଗୀସେବା

ମାନବିକ କର୍ମକୁ ଭୁଲି

ଦେଶକୁ ତମଫେରି ଯାଅ

ଡିସେମ୍ବର ପଚିଶ ପାଳିବ

ଯୀଶୁ କୃସବିଧ ସଂସ୍କାରକ

ତମକୁ ଦେବ କ୍ଷମାଅଭୟ

ଆଆଁ ଦିଶୁମ, ଆଆଁ ହାତୁ

ପ୍ରୋଫେଟ ତମେ ଫେରିଯାଅ !

ସୁରେଶ ଚନ୍ଦ୍ର ମହାନ୍ତ

କୋଠାଘର, କେନ୍ଦୁଝର

Share this :
Next Post

ଏମିତି ବାରବାର - ଡ. ପ୍ରିୟମ୍ବଦା ସାମଲ

ତୁମେ କେମିତି ଜାଣିବ ତୁମ ଅନୁପସ୍ଥିତି ରେ ଯେତେଥର ଖୋଜୁଥିବି ଆପଣାର ‘ତୁମେ’ଟିକୁ ସେତେଥର ଝରଝର ବାରିଧାରା ବର୍ଷି ଯାଉଥିବ କିଏ ଆଉ ଶପଥ କରିବ ମୋ ଆଖିରୁ ଲୁହ ପୋଛି ଦେଇ ମୋ ମୁଁହରେ ହସ ଫୁଟାଇବ ତୁମ ଅନୁପସ୍ଥିତିରେ ଋତୁ ଯାଏ ବଦଳି ତୁମେ ମୋର ପାଖ ଛାଡି କେତେବେଳେ ଚାଲିଯାଅ କେଜାଣି ଜମା ଜାଣି ମୁଁ ପାରେନି ଆଜି କାଲି କିଛି ଭଲ ଲାଗୁନାହିଁ ତୁମେ […]

Subscribe US Now