ନାରୀ-କାମିନୀ ରଞ୍ଜନ ପାଣ୍ଡେ

Views: 32
0 0
Read Time:1 Minute, 19 Second

କେଜାଣି କେବେ,
କେଉଁଠାରେ ଓ କାହିଁକି
ମୋ ଭିତରେ ଜଳି ଉଠିଥିଲା ବିପ୍ଳବ ର ନିଆ,
ବୟସ ସହ ଖେଳିଗଲା
ଅଜସ୍ର ପ୍ରସନ୍ନ ର ସୁଅ,
ପ୍ରତିଟି ଗଳିକନ୍ଦି ଦେଇ
ମନ ଖୋଜିବାକୁ ଲାଗିଲା ଉତ୍ତର
କିଲବିଲ କଲା ସହସ୍ର ଦୃନ୍ଦ,
ଅନ୍ତରରୁ ଜିହ୍ୱ। ଯାଏ
ଉକୁଟି ଆସିଲା
ପ୍ରତିବାଦର ସ୍ଵର,
ପରାଧୀନ ଆତ୍ମା ସବୁ
ହୋଇ ଉଠିଲେ ପରାକ୍ରମଶାଳୀ
ହେଲେ କବାଟ ଖୋଲି
ପାଦ ଥୋଇଲା ବେଳକୁ
ଦେଖେତ ସମାଜ କହୁଛି
“ନାରୀ ପରା ସର୍ବସହା”

କାମିନୀ ରଞ୍ଜନ ପାଣ୍ଡେ

ନବରଙ୍ଗପୁର

Share this :
Next Post

Sound of Silence - Monalisa parida

In all the world There is nothing like The sound of falling snow. If you go out when it is snowing And look up at the sky You will feel lots of ice kisses As the snow flakes flutter by. That only noise You have ever known That makes the […]

Subscribe US Now