ସମ୍ପର୍କ – ଦୀପକ ନାୟକ

Views: 23
0 0
Read Time:1 Minute, 4 Second

 ସମ୍ପର୍କ ଏକ ଜଟିଳ ଶବ୍ଦ

ଲାଗେ ଭାରୀ ମଧୁର।

ସମ୍ପର୍କ କେବେ କେଉଁଠି

ଗଢିହୁଏ ଜାଣିହୁଏନା।

ସମ୍ପର୍କ କେବେ ଆଣେ

ସୁଖର ସମ୍ବାର।

କୃବେ ଦେଇଯାଏ ବ୍ୟଥା।

ସମ୍ପର୍କ ଥରେ ହେଲେ

କେଵେ ଭୁଲୀ ହୁଏନାହିଁ।

ସମ୍ପର୍କ ଥରେ ଭାଙ୍ଗିଗଲେ

କେଵେ ଯୋଡି ହୁଏନାହିଁ।

ଯୋଉ ସମ୍ପର୍କଟା 

ଭୁଲି ହୁଏନା

ସେ ସମ୍ପର୍କଟା

ଦେଏରେ ଯାତନା

ଏଦୁନା ରେ

ହୁଏରେ  ଏମିତି ।

ଦୀପକ ନାୟକ

ଯାଜପୁର

Share this :
Next Post

ବ୍ଯଙ୍ଗ ଦୃଷ୍ଟି- ଚାଷି - ସଞ୍ଜୟ ସାହୁ

  ଜମିରେ  ମୋ ଭଲ ଧାନ ହେଉନାହିଁ      ବନ୍ୟା ରେ ଯାଉଛି ଭାସି ତିନିଶ’ ସତୁରୀ      ଧାରା ଉଠିଗଲା      ମନ ହୋଇଗଲା ଖୁସି     ହେବି ମୁହିଁ ଫଳ ଚାଷୀ, କାଶ୍ମୀର ରେ ଯାଇ ସେଟଲ ହୋଇବି      ଘରୁ ଚାଲିଯିବି ଋଷି । ରବର୍ଟ ଭାଦ୍ରାକୁ  ଡର ଲାଗେ କାଳେ      କିଣିଦେବ ବଡ‌ ପ୍ଲ‌ଅଟ୍ […]

Subscribe US Now