ଡକ୍ଟର ମନୋଜ ଦାସ – ଅମରଜିତ ମଲ୍ଲିକ

Views: 13
0 0
Read Time:1 Minute, 46 Second

ଉତ୍କଳ ଗୌରବ
ଶଙ୍ଖାରୀ ଗ୍ରାମର
ଡକ୍ଟର ମନୋଜ ଦାସ
ପଦ୍ମ ବିଭୂଷଣ
ଉତ୍କଳ ରତନ
ପଦ୍ମଶ୍ରୀ ତାଙ୍କ ବିଶେଷ।।୧।
ମାତା କାଦମ୍ବିନୀ
ପିତା ମଧୁବାବୁ
ତାଙ୍କର କୋଳରୁ ଜନ୍ମି
ଉତ୍କଳ ଭାଷାର
ଟେକ ରଖିଅଛି
ତୁମର କବିତା ପୁଣି।।୨।
ଜନ୍ମିଥିଲ ତୁମେ
ସମ୍ଭ୍ରାନ୍ତ କୂଳରେ
ପଢିଥିଲ କେତେ ପାଠ
ଇଂରାଜୀ ଭାଷାରେ
ଶିକ୍ଷା ଦେଉଥିଲ
କରି ଡକ୍ଟରେଟ ଲାଭ।।୩।
ଗରବର ଗାଥା
ଗାଉଅଛି ପୁଣି
ଉତ୍କଳର ପଟଛବି
ତୁମରି କବିତା
ତୁମରି ଯେ ଗାଥା
ସାହିତ୍ୟିକ ହୃଦୟ ଲଭି।।୪।
ତୁମରି ଗାଥାକୁ
ଯେତେ ବି ଲେଖିଲେ
ପଡ଼ିଯିବ ବହିଶେଷ
ଜନ୍ମଦିନେ ତୁମ
ବିଶେଷ ଲିଖନ
ପଢୁଛି ସମଗ୍ର ବିଶ୍ୱ।।୫।

ଅମରଜିତ୍ ମଲ୍ଲିକ
ବଡମ୍ବା, କଟକ

Share this :
Next Post

ବିଶ୍ବ ଶ୍ରମିକ ଦିବସ - ନିର୍ମଳ ନାୟକ

କର୍ମ  ହିଁ  ଇଶ୍ୱର.. ଶ୍ରମ  ହିଁ  ଈଶ୍ୱର.. ଧର୍ମ  ହିଁ  ଇଶ୍ୱର.. ମର୍ମ  ହିଁ  ଇଶ୍ୱର  !! ସକଳ ଘଟେ ନାରାୟଣ ଅନାଦି  ପରମ  କାରଣ.. କର୍ମ  ମୋହର ନିଜ ଗୁରୁ ଉଦ୍ଧବ  କେତେ ତୁ ପଚାରୁ !! ଶ୍ରମ  ସାଧନେ ସର୍ବ ସିଦ୍ଧି.. କର୍ମ ହିଁ  ତୋର ପୂଜାଵିଧି.. କର୍ମେ ସନ୍ତୋଷ ସେ ଅନାଦି କରନ୍ତି ସର୍ବ  କାର୍ଯ୍ୟ ସିଦ୍ଧି !! ଶ୍ରମିକ  ରାଷ୍ଟ୍ର ର ମେରୁଦଣ୍ଡ ରାଷ୍ଟ୍ର  […]

Subscribe US Now