ମହାଶିବରାତ୍ରୀ – ଦିଲେଶ୍ ମେହେର

Views: 17
0 0
Read Time:2 Minute, 3 Second

ଫଗୁନ ମାସର୍‌ କୃଷ୍ଣ ଚତୁର୍ଦ୍ଦଶୀ
ମହା ଶିବରାତ୍ରି ପୂଜା
ଉଜାଗରେ ରହି ଭକତ୍ କର୍‌ସି
ତୁମର୍‌ ପୂଜା ଧଜା ।।୧

ନିର୍ଜଲା ଉପାସେ ଭକତି ପରସେଁ
ମନ୍‌କେ ଦେସି ତାର୍ ଢାଲି
ସବୁ ରାଏତ୍ ବାଗି ନୁହେଁ ଉଜାଗର୍
ଘି ଆର୍ ବତୀ ଦେ ଜାଲି ।।୨

ସବୁ ଦେବାଦେବୀ ଖାଏଲେ ଅମୃତ୍
ସେମାନେ ହେଲେ ଦେବ୍
ତମେ ତ ପ୍ରଭୁ ବିଷ୍ ଗରେଲ ପିଇ
ଦେବ୍ ଦେବ୍ ମହାଦେବ୍।।୩

ଦୁଦୁରା ଅରଖ୍ ଫୁଲ୍ ବେଲ୍‌ ପତର୍
ନଡିଆ ଧୁପ୍ ଚଢେଇ
ଭକତିର୍ ଭାବେ ହର ପାର୍ବତୀର୍
ପାଦେ ଦେବ ମୁଡ୍ ଲଗେଇ ।।୪

ପହର୍ କେ ପହର୍ ଚାଏର୍‌ ପହର୍ ତକ୍
କରି ତାକର୍ ପୂଜା ବିଧି
ସେଷ୍ ପହରେ ମହାଦୀପ ଉଠ୍‌ଲେ
ଦେଖି ଜୀବନ ହେବା ସିଧି।।୫

ନାଇଁ କରେ କେଭେଁ କାହାକେ ଉନା ସେ
ଭକ୍ତି ଜାନି ଦେସି ଫଲ୍
ବଛର୍ କେଥରେ ମହା ଶିବରାତ୍ରି ଆଏସି
ମନ୍ ଧିଆନ୍ ଦେଇ କର୍।।୬

ଦିଲେଶ୍ ମେହେର

ବିଜେପୁର ବରଗଡ଼
ମୋ/8658215859

Share this :
Next Post

ଅନନ୍ୟ ସାଧନା - ବେଣୁଧର ସୂତାର

ସାଧନାରେ ସିଦ୍ଧି ମିଳିଥାଏ ସିନା କେତେ ନୂଆ ସମ୍ଭାବନା ନିଷ୍ଠା ନନ୍ଦିତ ଅନୁ ପ୍ରେରଣାର ଉଦ୍ଦାମ କର୍ମୋଦ୍ଦୀପନା । ସୁ ଆଦର୍ଶ ନିଷ୍ଠ ଅନୁଚଳନ ହିଁ ଜୀବନର ବାସ୍ତବତା ପ୍ରବୃତ୍ତି ରଞ୍ଜିତ ପ୍ରେରଣାଦୀପ୍ତ ଶ୍ରମପ୍ରିୟ ତତ୍ପରତା । ଭକ୍ତି ଓ ଜ୍ଞାନର ପୂତ ଉତ୍ସର୍ଜନା ବିଭୂ ପ୍ରୀତି ଆପ୍ୟାୟନା ବିଧି ବିନାୟିତ ସାର୍ଥକ ସଙ୍ଗତି ଦରଦୀ ବିଭବ ସିନା । ପ୍ରୀତି ପରିପୂର୍ଣ୍ଣ ପବିତ୍ର ଜୀବନ ଇଷ୍ଟ ନିଷ୍ଠ ମନୋରଥ […]

Subscribe US Now