କେବଳ ତମରି ପାଇଁ – ସୁରେଶ ଚନ୍ଦ୍ର ମହାନ୍ତ

Views: 44
0 0
Read Time:1 Minute, 30 Second

କେବଳ ତମରି ପାଇଁ

ଜଗ!ବଳିଆ ଆଖି ଖୋଲୁନି

ରହୁନି ପଞ୍ଜୁରୀ ଭିତରେ ଶାରୀ

ଦୂରରୁ ଶୁଭିଲାଣି ଶଙ୍ଖ ମହୁରୀ

ତଥାପି କିଏ କହିଦେଲେ

ଘର ସୁନ୍ଦର ଗଢିଜାଣିଲେ

ମାଆ ତମକୁ ପ୍ରତୀକ୍ଷା କରିବ

ମୋ ଭାଇ ଗୌରୀ, କସ୍ତୁରୀ

ମାନିନୀ, ଅନୁପମା

ବଧୂନିରୁପମା କଥା କହିବ

କେବଳ ତମରି ପାଇଁ

ସୁନା ଭାଉଜ ହସୁନି

ବଡ଼ ଦେଉଳୁ ପଥର ଖସୁଛି

ତୁଣ୍ଡବ!ଇଦ ହେଉଛି ଆମ ପ୍ରୀତି

କିନ୍ତୁ

ଶୁଭୁଛି ଜୟ ମାଆ ମଙ୍ଗଳା

ମାଆ ଯାହାର ସାହା

ଯାହାକୁ ରଖିବେ ଅନନ୍ତ

କି କରି ପରେ ବଳବନ୍ତ !

ସୁରେଶ ଚନ୍ଦ୍ର ମହାନ୍ତ

କୋଠାଘର, ପାଟଣା, କେନ୍ଦୁଝର

Share this :
Next Post

दहेज़ - ज्योत्स्ना रानी साहू

टूट जाता है बहत कुछ एक बाप का तमन्ना एक मां की आस एक लड़की का दिल जब रिश्ता टूटता है कुछ निर्जीव वस्तू के लिए। तड़पते हैं कुछ जिंदा जीवन उछाला जाता है इज्ज़त सब के सामने जब लड़की की वजन ज्यादा हो जाता दहेज के सामने। फेक देते […]

Subscribe US Now