ଗୁରୁଙ୍କ ପଦେ ପ୍ରଣାମ – ବିଜୟ କୁମାର ସ୍ବାଇଁ

Views: 62
0 0
Read Time:1 Minute, 34 Second

 କେତେ ତପ ବଳେ 

      ଜନମି ଭାରତେ

ମଣ୍ ଇ ମୁଁ ଭାଗ୍ୟବାନ

ଯେଉଁ ଦେଶେ ଗୁରୁ 

      ପୂଜା ପାଇଥାନ୍ତି

    ବ୍ରହ୍ମା ବିଷ୍ଣୁ ନାରାୟଣ

ସେହି ଗୁରୁଙ୍କୁ ପ୍ରଣାମ।

ଆଜି ସେପ୍ଟେମ୍ବର ପାଞ୍ଚ ତାରିଖ ଯେ

   ଗୁରୁଦିବସ ଭାବରେ

   ଶିଷ୍ୟ ଯେ ପାଳନ୍ତି

ମହା ଆନନ୍ଦରେ

    ଶ୍ରଦ୍ଧା ଭକତି ଅନ୍ତ ରେ,।

ଅନ୍ଧାର ପଥ ରୁ ଆଲୋକ ଦେଖାନ୍ତି

ଅଜ୍ଞାନ ତିମିର ବିନାଶ କରନ୍ତି

  ଗୁରୁ ପଦ ଦିବ୍ୟ ଧାମ।

    ମୋ ଗୁରୁଙ୍କ ପଦେ ପ୍ରଣାମ,,,,

(ଜୟ ଶ୍ରୀ ଗୁରୁ ଦେବ)

ବିଜୟ କୁମାର ସ୍ବାଇଁ

ପ୍ରଧାନ ପଡା

କଟକ

Share this :
Next Post

ଗୁରୁ ଦିବସର ତାତ୍ପର୍ଯ୍ୟ - ବନଲତା ଜାଲି

ହାତ ଧରି ଯିଏ  ଅଜ୍ଞାନ ଅନ୍ଧାରୁ ନ୍ୟନ୍ତି ଅମଡ଼ା ବାଟରୁ  ଜ୍ଞାନ ନେତ୍ର ଖୋଲି  ମାର୍ଗ ଦେଖାଅନ୍ତି  ନମସ୍ୟ ସେ ପୂଜ୍ୟ ଗୁରୁ ll ମୂର୍ଖତା, ଜଡ଼ତା  ଅଜ୍ଞତା କାଳିମା  ଚାଲିଯାଏ ବହୁଦୂର ଜ୍ଞାନଜ୍ୟୋତି ଜାଳି  ଶୁଭ|ଶୀଷ ଢାଳି  ଭରନ୍ତି ମନେ ସଂସ୍କାର ll ଗୁରୁ ପିତାମାତା  ପରମ ବାନ୍ଧବ  ଗୁରୁ ଅଟନ୍ତି ଈଶ୍ବର  ଶାସନ କରିଣ  ଶିକ୍ଷାଦୀକ୍ଷା ଦେଇ  ଦେଖାନ୍ତି ନୂଆ ସଂସାର ll ମାନବ ରୂପରେ  ଜନ୍ମି […]

Subscribe US Now