ମତେ ଏକେଲା କଲୁ – ଦିଲେଶ ମେହେର

Views: 25
0 0
Read Time:1 Minute, 48 Second

 

ସୁଖାଫୁଲ୍ ଭାବି ମତେଲୋ ସଜନୀ

ଦେଇଛୁ ଆଏଜ୍  ଫିକି

ମନେପକା ଦିନେ ସେ କଥା କେ

ରଖିଥିଲୁ ମତେ ଛାତିନେଜାକି।

କାଏଁଦୋଷ ତୋର୍ କରିଥିଲି

ଆଏଜ୍ ମତେ ଏକେଲା କଲୁ

ଭାବ୍ ଦିଆନିଆ ପିର୍ ତି କେ 

ଏତେ ଜଲ୍ଦି କାଏଁ ଭୁଲିଗଲୁ।

ସୁଖେ ନାଇଁ ରହୁତୁଇ କେଭେଁ

ମତେ ଏକେଲା କରି

ଜେନୁ ଭି ଥିଲେ ତୁଇରେ ସଜନୀ

ମତେ ହେଉଥିବୁ ଝୁରୀ।

ଲାଲ୍ ମେହେନ୍ଦି ଦେଇଥିଲି ତତୋ

ହାତେ ମାଖିଥିବୁ ବୋଲି

ମାଗିନେଲୁ ମୋର୍ ଦେହେନୁ ରକତ୍

ଗୁଡେତୋର୍ ଅଏଲ୍ତା ଗାର୍ ଦେମିବେଲି।

ତୁଇସିନେ ମତେ ଏକେଲା କରି

ଚାଲିଗଲୁ ଆହାରେ ମୋର୍ ସୁନାଗୁରୀ

ରାତିସାରା ତୁଇ ସୁଇନାଇଁ ପାରୁ

ମତେ ମତେମରୁ ଝୁରୀ ।

 

ଦିଲେଶ ମେହେର 

ବିଜେପୁର /ବରଗଡ଼

Share this :
Next Post

ଶିକ୍ଷକ - ମୃତ୍ୟୁଞ୍ଜୟ ସାହୁ

  ଶି:-ଶିଖାଟିଏ ପରି ନିଜେ ଜଳି ଜଳି ଦେଖନ୍ତି ଆମକୁ ରାସ୍ତା |ଅଜ୍ଞାନର ଏଇ ଅନ୍ଧାରକୁ ଠେଲି ଦେଖନ୍ତି ଜ୍ଞାନର ପନ୍ଥା || କ୍ଷ:-କ୍ଷମାର ସାଗର ଅଟନ୍ତି ମୋ ଗୁରୁ ହୃଦୟ ତାଙ୍କ ବିଶାଳ |ତାଙ୍କ ପାଦତଳେ ମଥା ରଖି ଥିଲେ ଜଟିଳ ହେବ ସରଳ || କ:-କର ଧରି ତାଙ୍କ ଆଙ୍କିବା ଶିଖିଛି ଚଲାପଥ ଜୀବନର |ଅବାଟକୁ ଗଲେ ବାଟ ସେ ଦେଖନ୍ତି କହି ନିତି ସଂସାରର || […]

Subscribe US Now