ରଙ୍ଗମଞ୍ଚ – ବାଣୀଶ୍ରୀ ଉପାଧ୍ଯାୟ

Views: 42
0 0
Read Time:1 Minute, 41 Second

ତୃପ୍ତିରେ  ଅତୃପତି 

ଅତୃପତି ରେ ତୃପତି 

ସାନ୍ତି ରେ ଅସାନ୍ତି 

ଅସାନ୍ତି ରେ ସାନ୍ତି

ଏଇ ତ ଜୀବନ ରହସ୍ୟ ର ସାରାଂଶ 

ହଜାଇ ଖଜୁଥିବାର 

ଏବଂ ଖୋଜି ହଜାଉ ଥିବାର 

ମୋହ ଭିତରେ 

ଆମେ ସଭିଏଁ ଫୁଟି ଉଠ ଥିବା 

କଳିକା ବିିିଶ୍ଵାସ ର 

ଗତ କାଲିର ସତେଜ କଢ 

ଆଜି ସକାଳର ସଜ ଫୁଟା ଫୁଲ 

ପୁଣି ଆସନ୍ତା କାଲିର 

ନିର୍ବାଣ ଭିତରେ 

ନିୟତିର ଏ ମଧୁର ସମ୍ଭାଷଣ 

ଆଉ ଯେତେ ସବୁ ଦର୍ଶକ 

ଏ ରଙ୍ଗ ମଞ୍ଚ ର 

ଏକ କ୍ଷୁଦ୍ର ପ୍ରହେଳିକା ।।

ନାମ -ବାଣୀଶ୍ରୀ ଉପାଧ୍ୟାୟ 

ଜିଲ୍ଲା-ନବରଙ୍ଗପୁର 

ଜବାହର ନବୋଦୟ ବିଦ୍ୟାଳୟ

Share this :
Next Post

ମୁକୁର ଟେ ଆଣି ଦେଉନ - ସ୍ବାଗତିକା ବେହେରା

କିହୋ!!!କେମିତି ଦେଖିବି ଏ ଦିବ୍ୟ ବଦନ କାଳି କିବା ଗୋରୀ ପଚାରେ ଭୂବନ ତୁମେ ମୁକୁର ଟେ ଆଣି ଦଉନ !! ନିଜର ଅଦେଖା ସୌନ୍ଦର୍ଯ୍ୟକୁ ଦେଖି ପୁରି ଉଠୁ ମୋର ମୃଗ ନୟନ ତୁମେ ଏ ଯାଏଁ ତ ଆଣି ଦଉନ!! ମାଗିଲି ବୋଲି ଯେ କଳା କଜଳ ମତେ ଭୁଲେଇକି କହିଲ  ତୁମେ ଦିଶ ଚମ୍ପା ପରି ସଜଳ କେମିତି ମାନିବି ତୁମ କଥା  ରିବନ୍ ଟେ […]

Subscribe US Now