କାର୍ତ୍ତିକ ବ୍ରତ। ସୁକାନ୍ତ ଖଣ୍ଡା

କାର୍ତ୍ତିକ ବ୍ରତ ସୁକାନ୍ତ ଖଣ୍ଡା କଇଥର ମନ ଉଚ୍ଛନ ହେଉଛି କରିକି କାର୍ତ୍ତିକ ବ୍ରତ ମନକୁ ତାହାର ଗଙ୍ଗାଜଳ ମଧ୍ଯେ ଗାଧୋଇ ନ ଡରି ଶୀତ।୧ ହୃଦକୁ ଫିଙ୍ଗିଛି ସମର୍ପଣ କରି ବିଷ୍ଣୁଙ୍କୁ ଶପଥ କରି ସୁକର୍ମ କରିବ ଧର୍ମ ଅର୍ଜିବାକୁ ପାଖୁ ପାପ ଯିବ ଘୂରି।୨ ଆତ୍ମାକୁ କରିଛି ଗୋପୀ ଗୋପଦାଣ୍ଡ ମନକୁ ତା’ର ମଥୁରା ନାଚିକି ଗାଉଛି ବିଷ୍ଣୁଙ୍କ ଚରିତ ବୁଝାଇ ନିଜକୁ ପରା।୩ ହବିଷ୍ଯ କରୁଛି […]

କବିତା।ବେଣୁଧର ସୂତାର

🌹🌹 କବିତା 🌹🌹 !!!!!!!!!!!!!!!!!!!!!!!!!!!!!!!!!!! 🙏🙏ବେଣୁଧର ସୂତାର ************************ କବିତା ଗୋ ତୁମେ କବି ହୃଦୟର ମୁଗ୍ଧ ମଧୁର ଭାଷା ପାଠକ ହୃଦୟ ମଣି ମଞ୍ଜୁଳ ଉର୍ମିଳ ନୀଳ ଆଶା ।। ରସିକ ପରାଣ ଚପଳ ଛନ୍ଦାଗୋ ରୂପସୀ ରଜନୀ ଗନ୍ଧା ଅଳସୀ ପାଦେଯା ବିଳାସୀ ନୂପୁର ଦୀପ୍ତ ଚରଣ ଛନ୍ଦା ।। ସାହିତ୍ୟ କାନନ ମଧୁକ୍ଷରା ତୁମେ ମୋହିନୀ ଚନ୍ଦ୍ର ଲେଖା ଲାଵଣ୍ୟ ଲତିକା ମଧୁ କଳିକା ଗୋ […]

ତୁମେ କେଉଁଠି..ପବିତ୍ର ବେହେରା

“”””””କେଉଁଠି ତୁମେ”””””” ହେ ମୋ ଅଳସୀ ନିଦ ର ଲାବଣ୍ୟବତୀ ହେ ମୋ ଚଞ୍ଚଳ ପ୍ରେମ ର ମୋଉନାବତୀ “””” କେଉଁଠି ତୁମେ””” କୁଲାଡ ଗଡ ଦୁର୍ଗରେ ଭାଙ୍ଗି ପଡିଥିବା ପାହାଚରେ ଅଛ ନା’ ଆକଶ ବକ୍ଷ ର ନୀଳ ସାଗର ରେ ଲୁଚି ଅଛ। “”””” କେଉଁଠି ତୁମେ””” ନୟାଗଡ ରାଜକୁମାରୀ,କୋଟିବ୍ରହ୍ମାଣ୍ତ ସୁନ୍ଦରୀ, ଅନନ୍ଦରେଖା, କଳାବତୀ,ରସରେଖା,ଈସ୍ପିତା,ଐଶ୍ଵର୍ଯ୍ୟ। “””””” କେଉଁଠି ତୁମେ “””” ହେ ଲାବଣ୍ୟବତୀ ମୁଁ ତୋ ଯୋଗୀଟିଏ,କବିଟିଏ […]

ଶୁଭ ଦୀପାବଳୀ – ସୁକାନ୍ତ ଖଣ୍ଡା

ଆସୁଅଛି ଦୀପାବଳୀ ପୂଜିବାରେ ମାଆ କାଳୀ ରଖିଯିବା ପରମ୍ପରା ପ୍ରତି ବର୍ଷର ଦେବେ ସିଏ ଆଶୀର୍ବାଦ ଦୂରେଇବେ ଆମ ଖେଦ ତାଙ୍କୁ ସବୁ ସୁମରଣ ଥରୁଟେ କର ଭକତିରେ ନେବେଦ୍ଯ ଦେଇ ଦୁଃଖଶୋକ ହୃଦୟରୁ ଦେବା ଦୂରେଇ।୧ ଜଗତକୁ ଶାନ୍ତି ପାଇଁ ଆସିଛନ୍ତି ସେ ଓହ୍ଲାଇ ହାତରେ ଶୋଭା ପାଉଛି ଖଡ୍ଗ ଖର୍ପର ସଂସାରରୁ ପାପି ଯେତେ ଲୋପ କରିବାକୁ ହାତେ ପଡୁଅଛି ଥପଥପ ନିର୍ଝର ପରି ଥରେ ତାଙ୍କୁ […]

ଚକୋରି – ବିମଲ ସାସ୍ମଲ

ଭଲ ଲାଗେ ଆଜି ତାରା ଭରା ରାତି ଖୋଲା ଆକାଶ ଛାତିରେ | ମଳୟ ପବନ ବଦନ କୁ ଛୁଏଁ ଜହ୍ନ ରହିଛି ସାଥିରେ || ଜହ୍ନ ର ଆଲୋକ ଶୀତଳ ଜୋଛନା ଚକୋରୀ କୁ ଖୋଜୁଥାଏ | କୁହୁକୁହୁ ଡାକେ ନିଶାଚର ପ୍ରାଣୀ ଶିହରଣ ମନେ ଥାଏ || ଦୂର ଆକାଶ ର ମଉଡମଣୀ ସେ ସଭିଏଁ କୁହନ୍ତି ଜହ୍ନ | କଅଁଳ ନୂତନ ଡେଣା ଚକୋରି ର […]

ଅତିବଡ଼ି ଜଗନ୍ନାଥ – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

  ଓଡ଼ିଆ ଜାତିର ସ୍ୱାଭିମାନ ରଥେ ରଥ ଧ୍ବଜା ଭାଗବତ, ଓଡିଶା ମାଆର ଦରିଦ୍ର ବ୍ରାହ୍ମଣ ଘରେ ଜନ୍ମ ଜଗନ୍ନାଥ, ଓଡ଼ିଆ ଭାଷା କର୍ଣ୍ଣଧାର…… ତୁମ ପାଇଁ ଆଜି ଓଡିଶା ପ୍ରଦେଶ ଜନ୍ମଦିନେ ନମସ୍କାର ll ପିତୃ ବିୟୋଗରେ ପନ୍ଦର ବର୍ଷରେ ଦାରିଦ୍ର୍ୟର ତାଡନାରେ, ଅବିଚଳ ତୁମେ ନିଶ୍ଚଳ ହୋଇଣ ମାତା ଦୁଃଖ ଫେଇବାରେ, ସେ ପ୍ରଭୁ ପାଦପଦ୍ମରେ…… ଲୟରଖି ଶ୍ରୀମଦ୍ଭାଗବତ ଲେଖା ଆରମ୍ଭିଲ ଆନନ୍ଦରେ ll ହାଡ଼ିଆ ଅଚ୍ୟୁତାଽନନ୍ତ […]

Subscribe US Now