ୟାସ୍ ଆସି ନେଇଗଲା – ସୁକାନ୍ତ ଖଣ୍ଡା

ୟାସ୍ ଆସୁଅଛି କହିଲା ନାତିଆ ଶୁଣି ଆଈ ହେଲେ ନିଆଁ ଅସମୟେ ଆସି ଠିଆ ହେଉଅଛି ଆମ ଓଡି଼ଶାରେ କିଆଁ? ଜଗତ କଲ୍ଯାଣ କରିବାର ନାହିଁ ଦୁଃଖ ଦେବା ନିଶା ତା’ର ପ୍ରତି ବର୍ଷ ଆସେ ଏହି ସମୟରେ ଭାଙ୍ଗିଦିଏ ଘରଦ୍ବାର। ଆଚାର ଶୁଖିନି ଆମ୍ବ ସଢା଼ ମଧ୍ଯ ଘର ବି ଛାଉଁଣି ତା’ର ହୋଇ ପାରି ନାହିଁ ଖରାତରା ମଧ୍ଯେ ଜୀବନ ବିତୁଛି ମୋ’ର। ସବୁକୁ ଛଡେ଼ଇ ନେଇ […]

ଜନ୍ମ – ମୃତ୍ୟୁଞ୍ଜୟ ସାହୁ

ଶରୀର ମଧ୍ୟରେ ଶରୀରକୁ ଧାରୀ ସହିଲ ବହୁତ କଷ୍ଟ, ଦଶ ମାସ ଦଶ ଦିନର ଘଟଣା ମନୁ କି ହୋଇବ ନଷ୍ଟ |   ପିତାଙ୍କ ଶୂକ୍ରାଣୁ ମାତାଙ୍କ ଶରୀରେ ଡିମ୍ବାଣୁ ସାଥିରେ ମିଶି, ଭ୍ରୁଣ ଟିଏ ହୋଇ ବଢ଼ିଲି ଗର୍ଭରେ ଜାଣି ତୁମେ ହେଲ ଖୁସି   ଦ୍ୱିତୀୟ ମାସରେ ହୃଦୟକୁ ଦେଇ ସଞ୍ଚାରିଲ ଦେହେ ରକ୍ତ, ଆଘାତକୁ ସହି ଗଢୁଥିଲ ମୋର ଶରୀରକୁ କରି ଶକ୍ତ | […]

ହେ ମହାବାହୁ – ଅଂଶୁମାନ ସ୍ବାଇଁ

ଅନାଥ ସଜେଇ କିଲାଭ ପାଇଲ କୁହ ଆହେ ସୃଷ୍ଟି କର୍ତ୍ତା ବେସାହାରା କରି କିଶାନ୍ତି ପାଉଛ ଉତ୍ତର ଦିଅ ବିଧାତା । ସଧବା ମଥାରୁ ସିନ୍ଦୂର ଲିଭାଇ କେମିତି ହେଉଛ ଖୁସି ମାଆର କୋଳରୁ ସନ୍ତାନ ହଜେଇ କେମିତି ଦେଖୁଛ ବସି । ବାପ ଥାଉ,ଥାଉ ପୁଅକୁ ନେଉଛ ବୁଝୁନ କାହାରି ଅଳି ପ୍ରତି ମୁହୂର୍ତ୍ତରେ ଜୀବନ ଆୟୁଷ କରୁଥାଏ ଆସି କଳି । ତମଗାନ ଯିଏ ଦିନ ରାତି […]

ଭାବ – ବନ ବିହାରୀ ମିଶ୍ର

ଭାବର ଠାକୁର ସେ କଳା ଗୋସାଇଁ, ଭାବଥିଲେ ପ୍ରସ୍ତରୁ ଉଭା ହୋଇ। ଭାବ ପାଇଁ ସେତ ପୁଣି କହ୍ନାଇ, ଭାବରେ ସେତ ଗୋପପୁରେ ଥାଇ। କେଉଁ ଭାବ ଅବା ସେ ଯେ ବୁଝଇ, କେତେ ଲୀଳା ହୁଏସେ ଦେଖେଇ। ଭାବ ପାଇଁ ସେତ ଜୋସଦା କୋଳେ ରହି, ଭାବ ପାଇଁ ମୀରା ପୁଣି ରାଧା ପାଶେ ଥାଇ। କାହାକୁ ତୋଷଇ ଅନ୍ନ, ବସ୍ତ୍ର ଦେଇ, କାହାକୁ ରକ୍ଷା କରେ, ଯିବନ […]

ଆଶା ନ ହାର – ଲକ୍ଷ୍ମୀପ୍ରିୟା ମହାନ୍ତ

ମନ କୋଣେ ସେଇ ସୂକ୍ଷ୍ମ ଆବେଗଟି ଆଶା ; ଅହରହ ଛୁଟୁଥାଏ , କିରଣର ପ୍ରତିମୂର୍ତ୍ତି, କ’ଣ କହି ବୁଝାଇବି ତାର ପରିଭାଷା ? ଜୀବନଟା ଆଶା ଅଭିଳାଷା ବାଲିଘର ; ଗଢି କେବେ ହେଇଯିବ, କେବେ ପୁଣି ଭାଙ୍ଗିଯିବ, ଆଶା ବିନା ଜୀବନଟା କ’ଣ ଅବା ସାର ? ଆସିବ ଆସିବ ସେଇ ଅପେକ୍ଷା ର ବେଳ ; ଖେଳ ତ ଏ ସମୟର, ହାର ନାହିଁ ଆଶା […]

ବଦଳି ଯାଉଛି ଢଙ୍ଗ – ସୁକାନ୍ତ ଖଣ୍ଡା

ଦେଖ ଚାରିଆଡେ଼ ନୀଚ୍ଚତାର ଭାବ ଶୁଭ ଚିନ୍ତା ଆଉ ନାହିଁ ଭଲ ପାଇବାଟା ମଉଳି ଯାଉଛି ହୀନ ଏ ସମ୍ପର୍କ ଛୁଇଁ। ବାପା ମାଆଙ୍କର ମଧୁର ସମ୍ପର୍କ ଛିହ୍ନ ହୋଇଲାଣି ସବୁ ବାପା ବି ପୁଅକୁ ଦୂରେଇ ଦେଉଛି ସୁସମ୍ପର୍କେ ନାହିଁ କାବୁ। ଭଉଣୀ ଦୁଃଖରେ ଭାଇ ଆଜି ନାହିଁ ମାଆ ବି ଝିଅର କାହିଁ ସବୁଠାରେ ଆଜି ହୀନ ମଳିନତା କିଏ ସେ ଦେଉଛି ଖାଇ? ଭାଇ ଭାଇ […]

ମା – ତପନ କୁମାର ମହାପାତ୍ର

ମା ର ପଣତ ଅହାକି ସୁନ୍ଦର ପଣତରେ କେତେ ସ୍ନେହ ମା ମା ବୋଲି ଡାକି ଦେଲେ ଥରେ ଦୁଃଖ ହୁଏ ସବୁ ଦୁର ନୀଳ ସାଗର ଠୁ ବଡ ତା ହୃଦୟ ହୃଦୟରେ କେତେ ପ୍ରେମ ସେ ସାଗର ରେ ଆମେ ଛୋଟ ଶାମୁକା ଟେ କାଇଁ ଜେ ଆମର ମୂଲ ଯେତେ ଦୁଖୀ ଥିଲେ ତାକୁ ଦେଖିଦେଲେ ଦୁଃଖ ହୁଏ ମୋର ଦୁର ମା ମା ବୋଲି […]

Mother’s day ରେ ମା ପାଇଁ .. ପଦେ – ତପନ କୁମାର ମହାପାତ୍ର

Mother’s day ରେ ମା ପାଇଁ ଗୋଟେ ସୁନ୍ଦର କବିତା ଲେଖିଛି Mother’s day ରେ Morden ପୁଅ ତା Facebook ରେ post କରିଛି କବିତାରେ ମୋର Morden ଯୁଗର digital ପ୍ରେମ ମା ପାଇଁ ତାର ଝରୁଛି ଶୀର୍ଷକ ରେ ମୋର ରଖିଛି Morden ଯୁଗର Morden ପୁଅ ତା digital ପ୍ରେମ ଘାରିଛି ବାପା ମା ଦୁଇ ଗାଁ ରେ ତାର ଭୋକ ଉପାସରେ ମରୁଛି […]

ପ୍ରେମ – ଯଜ୍ଞେଶ୍ବର ପଣ୍ତା

ପ୍ରେମିକ ପ୍ରେମିକା ହୃଦ ଆକର୍ଷଣୁ ସ୍ରୁଷ୍ଟିତ ହୁଅଇ ପ୍ରେମ ଶ୍ରଦ୍ଧା ତନ୍ମୟତା ଥାଏ ଯେଉଁ ପ୍ରେମେ ସିଏତ ଶାଶ୍ବତ ପ୍ରେମ ।୧। ପ୍ରେମ ଅର୍ଥନୁହେଁ ଦେହରମିଳନ କାମ ବାସନା ସମ୍ଭୋଗ ସେପ୍ରେମ ପବିତ୍ର ଯେଉଁ ପ୍ରେମେ ଥାଏ ସମର୍ପଣ ଅନୁରାଗ ।୨। ପ୍ରେମ ନ ଜାଣଇ ଜାତି‐‐ବର୍ଣ୍ଣ‐‐ଧର୍ମ ପ୍ରେମ ନଜାଣଇ ଭେଦ ସ୍ଥାନ କାଳ ପାତ୍ର ବିଚାର ନ ରହେ ପାନକଲେ ପ୍ରୀତି ମଦ ।୩। ପୀରତି ମଦିରା ଲାଗେ […]

ସରଗ ରମଣୀ – ପବିତ୍ର ବେହେରା

ଜହ୍ନ ହସୁଥିଲା ପୁନେଇଁ ରାତିରେ ଜୋଛନା ତାହାର ପଡୁଥିଲା ଧରି। ଧିର ପବନରେ,ପୁଙ୍ଗୁଳା ଦେହରେ କାମ ଉତ୍ତେଜନା ଆସୁଥିଲା ମନେ । ଜାଣେନା ସେ ରାତି,କେତେ ଥିଲା ବିତି ସୁଖର ସପନେ ପଡ଼ିଲି ମୁଁ ଚେତି । ଜହ୍ନର ଜୋଛନା,ପଡେ ଚୁନା ଚୁନା ସପନ କି ତାହା ଅଟେ ମୋ କାମନା l ମୋ ଦେହରେ ଭୋକ,ଦେଖି ତାର ରୂପ ଶଙ୍ଖ ମଳ ମଳ ଦେହରେ ତାର ଫୁଟିଛି କଇଁ। […]

Subscribe US Now