ସମର୍ପଣ – ଚନ୍ଦ୍ରକାନ୍ତ ଜେନା

ଅର୍ପଣେ ଅର୍ପଣ ଚିତ୍ତ ସମର୍ପଣ      ତୁମ୍ଭ ଚରଣରେ ସାଥି ଆପଣାଇ ନିଅ କର ଧରି ମୋର      ତନୁମନେ ଜାଗେ ପ୍ରୀତି          !! ପ୍ରୀତିମୟ ସୁଧା କାମନାର ଆଭା      ଜିଜ୍ଞାସା ମନର କାୟା ପ୍ରଣୟୀନି ତୁମ ସମର୍ପି ଦେବି ‘ମୁଁ      ମଧୁମୟ ପ୍ରୀତି ଛାୟା            !! ଉଥ୍ଥନା […]

ସଞ୍ଜିତା – ମୃତ୍ୟୁଞ୍ଜୟ ସାହୁ

ସ୍ୱୟଂ ତୁ ବିଜେତା  ନାମ ତୋ ସଞ୍ଜିତା          କିପରି ତୁ ହାରିପାରୁ l ବିଜୟ ଯାହାର  ରକତରେ ଲେଖା         କେ କହିବ ତାକୁ ଭୀରୁ ll ଝିଅ ବୋଲି ତତେ  କେବେ ମୁଁ ଭାବିନି         ଅଟୁ ତୁ ମୋହର ପୁଅ l ସବୁ ସମୟରେ  ମୋହରି ପାଖରେ          ଏହିପରି ରହି […]

ଦିଦିର ଦିଅର

ଅଲାଜୁକୀ ଦେଖ ହସୁଚି,       ମାଡ ଖାଇ ରୁଷି ବସିଚି l  ଦିଦିର ଦିଅର କହିଚି,       ଭଲ ମୁଁ ତୋତେ ପାଉଚି l ସେଥିପାଇଁ ଘରେ କହୁଚି,      ତା ସାଥେ ମୁଁ ଚାଲି ଯାଉଚି  l ଚୁଲି ମୁଣ୍ଡେ ବସି କାନ୍ଦୁଚି,       ଏବେ କି କରିବ ଭାବୁଚି l ପଣତରେ ଲୁହ ପୋଛୁଚି,      ସକେଇ ସକେଇ କାନ୍ଦୁଚି […]

ଭଉଣୀର ନଣଦ – ମୃତ୍ୟୁଞ୍ଜୟ ସାହୁ

ଭଉଣୀ ନଣଦ  ସୁନ୍ଦରୀଟେ ବୋଲି            ହଉଚି ଫୁଲେଇ ବେଶୀ l ଦେଖିଦେଲେ ମୋତେ  ଆଖି ଠାର ମରି            ପାଖରେ ମୋ ହୁଏ ନେସି ll ପାଖେ ବସି ମୋର  କାନରେ କହୁଚି            କରିବକି ମୋତେ ରାଣୀ l  ତୁମକୁ ଦେଖି ମୁଁ  ତୁମରି ପ୍ରେମରେ        […]

ଜନ୍ମଦିନର ଶୁଭେଚ୍ଛା – ମୃତ୍ୟୁଞ୍ଜୟ ସାହୁ

କୋଡିଏ ପୁରିଲା ଆଜି                 ତୋତେ ଶ୍ରାବଣୀ l ଏକୋଇଶି ପାଦ ଦେବୁ                   ମୋର ଭଉଣୀ ll ଜନମ ଦିନର ତୋତେ                        ଅଭିନନ୍ଦନ l ଫୁଟୁ ଥାଉ ହସ ଓଠେ        […]

ଏକା – ଗେଲାମଣି ପ୍ରଧାନ

ତୁମକୁ ପାଇବା ପାଇଁ ନିଜକୁ ମୁଁ..ଦେଲି ହାରି ପାଖରୁ ଦେଖିବା ପାଇଁ ଦୌଡ଼ି ଆସି ଏବେ ମୁହିଁ… କଥା ପଦେ ଶୁଣି ନାହିଁ ଆଉ କେବେ ଦେଖି ନାହିଁ ଅଜଣା ହୋଇ ମୁଁ…ରହି ତୁମେ ହେଲ ମନେ ବହି ଅଥୟ ହୃଦୟ ଆଜି ଆସିବା ହିଁ ସ୍ବପ୍ନ ଖୋଜି କୁଆଡେ ଯାଇଛି ବସି ଭାବନା ହେଉଛି ଖୁସି ଦୁଃଖଟେ ପ୍ରକାଶେ ରାତି ନିରବ ରୁହେ ମୁଁ…ନୀତି ସକାଳକୁ ଦେଖି ଆଖି […]

କଳା ଜ୍ୟୋତିଷ – ସ୍ମୁତିରଞ୍ଜନ ପ୍ରିୟଦର୍ଶୀ

ହେ କଳା ଜ୍ୟୋତିଷ, ଜୀବନ ଶଳିତା ଜଳି ଜଳି ଯାଏ ଖୋଜେ ଖାଲି ତୁମ ଆଶିଷ…ହେ କଳା ଜ୍ୟୋତିଷ। ଦୁନିଆ ଦୁଇଟି ନିଆଁ ର ଖେଳ ଖେଳ ସରିଗଲେ ପୁରଇ କାଳ ଶରୀର ହୁଅଇ ପାଉଁଶ…     ହେ କଳା ଜ୍ୟୋତିଷ। ଏନ୍ତୁଡ଼ି ନିଆଁ ରେ ଦିନେ କୁଆଁ କୁଆଁ ର ସେ ତାନେ ଦେଇଥିଲ ମୁଖେ ହରଷ….   ହେ କଳା ଜ୍ୟୋତିଷ। ଜୀବନ ଜଞ୍ଜାଳ ଏବେ ଯଦି ଦେଇଅଛ […]

ଯାତ୍ରା କଳାକାର – ଚନ୍ଦ୍ରକାନ୍ତ ଜେନା

କଳାର ପୂଜାରି କଳାକାର ଆମେ କଳାକୁ ପୂଜୁଛୁ ନିତି ଏ ମଞ୍ଚରେ କେବେ କାନ୍ଦି ପକାଉ ‘ତ କେବେ ଦେଉଖାଉ ହସି              !! ଏ ମଞ୍ଚ ଗଢିଛି କେତେ ବାପା ‘ମା କେତେ ଶତ୍ରୁ,ମିତ୍ର,ଭାଇ କେତେ ‘ଯେ ପ୍ରେମିକା ଆସନ୍ତି ଯାଆନ୍ତି ହିସାବ କେ ରଖେ ନାହିଁ              !! ହାତ ଧରି କେତେ […]

ବୋଉ ଆମର – ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ଅମୃତ ର ସ୍ଵାଦ ଚାଖିନାହିଁ କେବେ ଚାଖିଛି ବୋଉର ରନ୍ଧା । ଲୋଡା ନାହିଁ ମୋର ଅମୃତ ଚାଖିବା ବୋଉ ସ୍ନେହରେ ମୁଁ ବନ୍ଧା ।। ସ୍ଵର୍ଗ ର କାହାଣୀ ଶୁଣିଅଛି ମୁହିଁ ସବୁ ସୁଖ ଯହିଁ ଠୁଳ । ହେଲେ ମୁଁ ଜାଣିଛି ସ୍ବର୍ଗ ଠାରୁ ବଡ଼ ଅଟେ ମୋ ବୋଉର କୋଳ ।। ପଥର ର ମୂର୍ତ୍ତି ପୂଜେ ନାହିଁ କେବେ ଯାଏନି ମୁଁ ଦେବାଳୟ । […]

କନ୍ୟାଦାନ – ପ୍ରେମଲତା ସାହୁ

ସରିଗଲା ଝିଅ ତୋ ବାପ ଘର ଖେଳ ସଂସାର ତୁ କରିବୁ ଯାଆ, ଶାଶୁଘରେ ଜମା ଅବୁଝା ହେବୁନି ରଖିବୁ ଲୋ ବାପା ର ନାଆଁ। ଶାଶୁ ଶଶୁର ତୋ ହେବେ ଲୋ ନିଜର ବାପା ହେବେ ତୋ ପର, ଶଶୁର ଙ୍କୁ ବାପା ଶାଶୁ ଙ୍କୁ ତୋ ମାଆ ଡାକିବୁ ଲୋ ଝିଅ ମୋହର। ଦିଅର ,ନଣନ୍ଦ, ଯା ,ଦେଢ଼ ଶୁର ସଭିଙ୍କୁ ଲୋ କରି ନିଜର, ସଂସାର […]

Subscribe US Now